ETV Bharat / city

ଟିକା ସଙ୍କଟ: ଆଜି 5 ଜିଲ୍ଲାରେ ହେବନି ଟୀକାକରଣ - ଟିକା ସଙ୍କଟ

ରାଜ୍ୟରେ ଟିକା ସଙ୍କଟ । ଆଜି 5ଟି ଜିଲ୍ଲାରେ ବନ୍ଦ ଟୀକାକରଣ । ଅଧିକ ପଢନ୍ତୁ...

Vaccine crisis: Vaccination stop in 5 districts today
ଟିକା ସଙ୍କଟ: ଆଜି 5 ଜିଲ୍ଲାରେ ହେବନି ଟୀକାକରଣ
author img

By

Published : Jul 9, 2021, 9:28 AM IST

Updated : Jul 9, 2021, 12:56 PM IST

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଛି ଟିକା ସଙ୍କଟ । ରାଜ୍ୟକୁ କୋଭିସିଲ୍ଡ ଟିକା କମ୍ ଆସୁଥିବାରୁ ଟିକାକରଣ ହୋଇ ପାରୁନି । ପର୍ଯ୍ୟାପ୍ତ ଟିକା ନଥିବାରୁ ଆଜି 5 ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି।

ଟିକା ସଙ୍କଟ: ଆଜି 5 ଜିଲ୍ଲାରେ ହେବନି ଟୀକାକରଣ

ସେ ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲ। ସହ ଆଜି ମାତ୍ର 520ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଭୁବନେଶ୍ବର ଓ ଗଞ୍ଜାମରେ କୋଭାସ୍କିନ ଟିକା ଦିଆଯାଉଥିବା ବେଳେ ବାକି ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି ।

ରାଜ୍ୟକୁ ଲକ୍ଷେ 73 ହଜାର କୋଭାକ୍ସିନ ଟିକା ମିଳିଛି । ଯେଉଁଟାକି ଗଞ୍ଜାମକୁ ପଠାଯିବ । ଗଞ୍ଜାମରେ କୋଭାସ୍କିନ ଟିକା ଲୋକଙ୍କୁ ଦିଆଯାଇଛି । ଏକ ଲକ୍ଷ 9 ହଜାର କୋଭିସିଲଡ ଟିକା ସରକାରଙ୍କ ପାଖରେ ମହଜୁଦ ରହିଛି । ଆସନ୍ତା 15 ତାରିଖ ଦିନ 3 ଲକ୍ଷ 16 ହଜାର କୋଭିସିଲଡ ଟିକା ରାଜ୍ୟକୁ ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 9, 2021, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.