ETV Bharat / city

Utkal Divas 2022: ମହାଆଡମ୍ବରରେ ହେବ ପାଳନ କହିଲେ ଗଣଶିକ୍ଷା ମନ୍ତ୍ରୀ

ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

Utkal Divas 2022
Utkal Divas 2022
author img

By

Published : Mar 30, 2022, 3:59 PM IST

ଭୁବନେଶ୍ବର: ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧ ଉତ୍କଳ ଦିବସ ଦିନ ପ୍ରତି ଜିଲ୍ଲାରେ ସଭା ସମିତି ଆୟୋଜନ ହେବ । ଯାହାର ଆୟୋଜନ ଦାୟିତ୍ବ ଜିଲ୍ଲା ପରିଷଦ ସଭାପତିମାନେ ତୁଳାଇବେ । ଉକ୍ତ ଦିନ ସନ୍ଧ୍ୟା 6 ଟା ରେ ସାରା ରାଜ୍ୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ରାଜ୍ୟବାସୀ ।

ସୂଚନା ଯୋଗ୍ୟ ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେଲା ନିରାଡମ୍ବର ଭାବେ ଉତ୍କଳ ଦିବସ ପାଳନ ହେଉଥିଲା । ଚଳିତ ବର୍ଷ ସ୍ଥିତି ସୁଧୁରିବା ପରେ ଧୂମଧାମରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.