ETV Bharat / city

ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ

ଶ୍ରଦ୍ଧା ଆର୍ଟ ନାମକ ଏକ ଅନୁଷ୍ଠାନ ଫୋପାଡ଼ି ଦିଆଯାଉଥିବା ନଡ଼ିଆ ସଢ଼େଇରୁ ଅନେକ ଘରକରଣା ଓ ସାଜସଜ୍ଜା ଜିନିଷ ତିଆରି କରୁଛି । ଅଧିକ ପଢନ୍ତୁ...

author img

By

Published : Jan 11, 2020, 4:27 AM IST

ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ
ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମନ୍ଦିର ମାଳିନୀ ସହର । ଆଉ ମନ୍ଦିରରେ ଭୋଗ ଆକାରରେ ଦିଆ ଯାଉଥିବା ନଡିଆ ସଢେଇରୁ ଏବେ ମନ ଲୋଭା ଘରକରଣା ଜିନିଷ ତିଆରି ବି ହେଉଛି । ଯାହାକୁ ଦେଖିବା ପାଇଁ ଭୁବନେଶ୍ବରରେ ଚାଲିଥିବା ଏମଏସଏମଇ ମେଳାରେ ଲୋକଙ୍କ ଭିଡ଼ ଜମୁଛି ।

ଶ୍ରଦ୍ଧା ଆର୍ଟ ନାମକ ଏକ ଅନୁଷ୍ଠାନ ଫୋପାଡ଼ି ଦିଆଯାଉଥିବା ନଡ଼ିଆ ସଢ଼େଇରୁ ଅନେକ ଘରକରଣା ଓ ସାଜସଜ୍ଜା ଜିନିଷ ତିଆରି କରୁଛି । ଅନୁଷ୍ଠାନର କହିବା ମୁତାବକ ବର୍ତ୍ତମାନ ରାଜଧାନୀରେ ଥିବା ମନ୍ଦିରରୁ ଦିନକୁ ହାରାହାରି 4 ଟ୍ରକ ନଡ଼ିଆ ସଢେଇ ବାହାରୁଛି । ଯାହାକୁ ସେମାନେ ବିଭିନ୍ନ ମଧ୍ୟାମରେ ସଂଗ୍ରହ କରି ଏହି ଭଳି ସୂକ୍ଷ୍ମ ଜିନିଷ ସବୁ ତିଆରି କରୁଛନ୍ତି ।
ଏହି ମେଳାରେ 100 ଟଙ୍କାରୁ ଆରମ୍ଭ କରି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ରହିଥିବାର ସୂଚନା ଦେଇଛନ୍ତି ବ୍ୟବସାୟୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Ready to air
ନଡ଼ିଆ ରୁ ତିଆରି ହେଉଛି ତିନି ଲକ୍ଷ ର ମୟୁର।

ଆମେ ସଭିଏଁ ଜାଣିଛୁ ରାଜ୍ୟ ର ରାଜଧାନୀ ଭୁବନେଶ୍ବର ଏକ ମନ୍ଦିର ମାଳିନୀ ସହର। ଆଉ ମନ୍ଦିର ରେ ଭୋଗ ଆକାର ରେ ଦିଆ ଯାଉ ଥିବା ନଡିଆ ସଢେଇ ରୁ ଏବେ ମନ ଲୋଭା ଘରକରଣା ଜିନିଷ ତିଆରି ବି ହେଉଛି। ଯାହା କୁ ଦେଖିବା ପାଇଁ ଭୁବନେଶ୍ବର ରେ ଚାଲିଥିବା ଏମ ଏସ ଏମ ଇ ମେଳା ରେ ଲୋକଙ୍କ ଭିଡ଼ ଜମୁଛି। ଶ୍ରଦ୍ଧା ଆର୍ଟ ନାମକ ଏକ ଅନୁଷ୍ଠାନ ଫୋପାଡ଼ି ଦିଆଯାଉଥିବା ନଡ଼ିଆ ସଢ଼େଇ ରୁ ଅନେକ ଘରକରଣା ଓ ସାଜସଜ୍ଜା ଜିନିଷ ତିଆରି କରୁଛି। ଅନୁଷ୍ଠାନ ର କହିବା ମୁତାବକ ବର୍ତ୍ତମାନ ରାଜଧାନୀ ରେ ଥିବା ମନ୍ଦିର ରୁ ଦିନକୁ ହାରାହାରି 4 ଟକ ନଡ଼ିଆ ସଢେଇ ବାହାରୁଛି। ଯାହାକୁ ସେମାନେ ବିଭିନ୍ନ ମଧ୍ୟମ ରେ ସଂଗ୍ରହ କରି ଏହି ଭଳି ସୂକ୍ଷ୍ମ ଜିନିଷ ସବୁ ତିଆରି କରୁଛନ୍ତି। 100 ଟଂକା ରୁ ଆରମ୍ଭ କରି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ରହିଥିବାର ଜଣାପଡିଛି।

ବାଇଟ ବିକ୍ରେତା,

Body:Ready to air

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.