ETV Bharat / city

ଗିରଫ ହୋଇପାରନ୍ତି ଉପାସନା ମହାପାତ୍ର

author img

By

Published : Mar 22, 2021, 7:00 PM IST

ପ୍ରଣବ ରାୟଙ୍କ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇପାରନ୍ତି ଉପାସନା ମହାପାତ୍ର। ରାଜଧାନୀ ନୟାପଲ୍ଲୀ ଏନ 3ରେ ଥିବା ଘରେ ପଶି ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ଗଠନ କରିଛି 3ଟି ସ୍ବତନ୍ତ୍ର ଟିମ। ଅଧିକ ପଢ଼ନ୍ତୁ...

ଗିରଫ ହୋଇପାରନ୍ତି ଉପାସନା ମହାପାତ୍ର !
ଗିରଫ ହୋଇପାରନ୍ତି ଉପାସନା ମହାପାତ୍ର !

ଭୁବନେଶ୍ବର: ପ୍ରଣବ ରାୟଙ୍କ ଘରେ ପଶି ହଙ୍ଗାମା, ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇପାରନ୍ତି ଉପାସନା ମହାପାତ୍ର। ରାଜଧାନୀ ନୟାପଲ୍ଲୀ ଏନ 3ରେ ଥିବା ଘରେ ପଶି ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ଗଠନ କରିଛି 3ଟି ସ୍ବତନ୍ତ୍ର ଟିମ। ଏହାକୁ ନେଇ ବିଭିନ୍ନ ସ୍ଥାନରେ କମିଶନରେଟ ପୋଲିସର ପକ୍ଷରୁ ଚଢାଉ ଜାରି ରହିଛି।

ଗିରଫ ହୋଇପାରନ୍ତି ଉପାସନା ମହାପାତ୍ର !

କମିଶନରେଟ ପୋଲିସ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇ ଏଫଆଇଆର (FIR) ହୋଇଥିବା ବ୍ୟକ୍ତିଙ୍କ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢାଉ ଜାରି ରଖିଛି। ଏହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁର୍ବରୁ ୧୮ଜଣଙ୍କୁ ଗିରଫ କରିସାରିଛି କମିଶନରେଟ ପୋଲିସ। ଏହି ମାମଲାରେ କଂଗ୍ରେସ ନେତା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ସମେତ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ନାମ ମଧ୍ୟ ରହିଛି।

ଏହି ଘଟଣା ନେଇ ପୁର୍ବରୁ ମଧ୍ୟ କମିଶନରେଟ ପୋଲିସ ଅଫିସ ଘେରାଉ କରୀଥିଲା ବିଜେଡି। ବିଜେପି ନେତା ଶାରଦା ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଥିଲା ବିଜେଡି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.