ETV Bharat / city

Brajrajnagar Bypoll: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର - ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ ଆଜି (ମଙ୍ଗଳବାର) ମାରାଥନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢ଼ନ୍ତୁ

union minister dharmendra pradhan to campaign for bjp candidate on brajrajnagar bypoll
Brajrajnagar Bypoll: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର
author img

By

Published : May 24, 2022, 7:03 AM IST

Updated : May 24, 2022, 8:05 AM IST

ଭୁବନେଶ୍ବର: ସମ୍ବଲପୁରରେ ଷ୍ଟେସନରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ରହିଛନ୍ତି ଧର୍ମେନ୍ଦ୍ର । ଆଜି (ମଙ୍ଗଳବାର) ବ୍ରଜରାଜନଗରରେ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ।

Brajrajnagar Bypoll: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଏହି କ୍ରମରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାରରେ ସାମିଲ ହେଇଛନ୍ତି । ସେ ଗତକାଲି ୯.୫୫ ସମୟରେ ତପସ୍ବିନୀ ଏକ୍ସପ୍ରେସ ଯୋଗେ ଯାଇ ରାତି 4 ଟାରେ ସମ୍ବଲପୁର ଷ୍ଟେସନରେ ପହଞ୍ଚିବା ପରେ ବୁର୍ଲାସ୍ଥିତ ଏମସିଏଲ ଅତିଥି ଭବନରେ ରହିଛନ୍ତି । ଏହାପରେ ନିର୍ବାଚନୀ ସଭାରେ ଯୋଗ ଦେଇ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରରେ ପହଞ୍ଚିବା ପରେ ଦଳର କର୍ମୀ ଓ ସ୍ଥାନୀୟ ନେତା ଧର୍ମେନ୍ଦ୍ରଙ୍କୁ ସ୍ବାଗତ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : May 24, 2022, 8:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.