ETV Bharat / city

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଲା କୋହଳ, ରାଜ୍ୟକୁ ମିଳିଲା ଅଧିକ କ୍ଷମତା

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । କୋରୋନା ସ୍ଥିତିକୁ ଦେଖି ସବୁ ରାଜ୍ୟ ସରକାରଙ୍କୁ ମିଳିଲା ଅଧିକ କ୍ଷମତା ।

union home ministry
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଲା କୋହଳ, ରାଜ୍ୟକୁ ମିଳିଲା ଅଧିକ କ୍ଷମତା
author img

By

Published : Apr 8, 2020, 1:27 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । କୋରୋନା ସ୍ଥିତିକୁ ଦେଖି ସବୁ ରାଜ୍ୟ ସରକାରଙ୍କୁ ମିଳିଲା କ୍ଷମତା । କୋହଳ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ 1955 । ଜୁନ 30 ଯାଏ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ ଅତ୍ୟାବଶ୍ୟକ ସାମଗ୍ରୀ ।

union home ministry
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଲା କୋହଳ

ସାମଗ୍ରୀ ଯୋଗାଣ, କଳାବଜାରୀ, ଅଭାବ, ମହଜୁଦ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ରାଜ୍ୟ ସରକାର । ସବୁ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.