ETV Bharat / city

ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ଛାତ୍ରଛାତ୍ରୀ - କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଭିତ୍ତିଭୂମିକୁ ଶକ୍ତ କରିବା ଏବଂ ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

union education minister Dharmendra pradhan virtually meeting on different universitys vcs
ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ଛାତ୍ରଛାତ୍ରୀ
author img

By

Published : Aug 21, 2021, 10:42 PM IST

ଭୁବନେଶ୍ବର: ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ଛାତ୍ରଛାତ୍ରୀ। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଭିତ୍ତିଭୂମିକୁ ଶକ୍ତ କରିବା ଏବଂ ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ଛାତ୍ରଛାତ୍ରୀ।

union education minister Dharmendra pradhan virtually meeting on different universitys vcs
ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ଛାତ୍ରଛାତ୍ରୀ

ଓଡ଼ିଶାରେ ଥିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି, ଆଇଏଇଆଏମ ସମ୍ବଲପୁର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ, ଏନ ଆଇଟି ରାଉରକେଲା, ଆଇଏଇଆଏସଇଆର ଵ୍ରହ୍ମପୁର, ଇଗନୋର କୁଳପତି ଓ ନିର୍ଦ୍ଦେଶକଙ୍କ ସହ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଭିତ୍ତିଭୂମି ବିଷୟରେ ଭିଡିଓ କନଫରେନ୍ସ ଦ୍ବାରା ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଓଡ଼ିଶାର ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଥିବା ନୂତନ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଭଳି ଏକ ପରିସଂସ୍ଥାନ ସୃଷ୍ଟି କରିବେ ଏବଂ ଶିକ୍ଷା ମାଧ୍ୟମରେ ସମାଜରେ ସକରାତ୍ମକ ପ୍ରଭାବ ପକାଇବା ଦିଗରେ କାର୍ଯ୍ୟ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.