ETV Bharat / city

ଆଜିଠୁ ୟୁଜି ପିଜି କ୍ଲାସ, ଶ୍ରେଣୀରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ

author img

By

Published : Feb 10, 2021, 5:30 PM IST

ଆଜିଠୁ ଆରମ୍ଭ ହେଲା ୟୁଜି ପିଜି କ୍ଲାସ । ମହାମାରୀ ପାଇଁ ଗତ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଅଧିକ ପଢନ୍ତୁୁ....

ug pg classes started from today
ଆଜିଠୁ ୟୁଜି ପିଜି କ୍ଲାସ , ଶ୍ରେଣୀରେ ବସି ପାଠପଢିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଦୀର୍ଘଦିନ ବ୍ୟବଧାନ ପରେ ଖୋଲିଲା ୟୁଜି ପିଜି କ୍ଲାସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ମାସରୁ ସମଗ୍ର ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଥିଲା। ତେବେ ଦୀର୍ଘ ୧୧ ମାସ ବ୍ୟବଧାନ ପରେ ଆଜିଠାରୁ (ବୁଧବାର ) ଠାରୁ ରାଜ୍ୟର ସମସ୍ତ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ କ୍ଲାସ ଗୁଡିକ ଆରମ୍ଭ କରାଯାଇଛି। କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି କ୍ଲାସ।

ଯୁକ୍ତ3 ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ୧୯ ଏପ୍ରିଲ ରୁ ୩୦ ଏପ୍ରିଲ ମଧ୍ୟରେ ପରୀକ୍ଷା ଦେବେ। ମେ ମାସ ୩୧ ସୁଦ୍ଧା ପରୀକ୍ଷାର ଫଳ ପ୍ରକାଶ ପାଇବ। ଆଗକୁ ପରୀକ୍ଷା ଋତୁ ଆସୁଛି । ତୃତୀୟ ଓ ପଞ୍ଚମ ସେମିଷ୍ଟରର ଛାତ୍ରଛାତ୍ରୀ କମ ସମୟ କ୍ଲାସ ରୁମ ପାଠ ପଢି ପରୀକ୍ଷା ଦେବେ। ଏନେଇ କଣ ରହିଛି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ସେ ସମ୍ପର୍କରେ ଜାଣିବା ପାଇଁ ମହର୍ଷି କଲେଜରେ ପହଞ୍ଚିଛନ୍ତି ଆମ ସମ୍ବାଦଦାତା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.