ETV Bharat / city

ଗଞ୍ଜେଇ ଚାଲାଣରେ ମହିଳା ସପ୍ଲାଏର, ରାଜଧାନୀରେ ମଲ ସାମ୍ନାରୁ ଜବତ

ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍। ଗଞ୍ଜେଇ ସପ୍ଲାଏ ପାଇଁ ମହିଳାଙ୍କୁ କରାଯାଉଛି ଢାଲ। ପୋଲିସ ଓ ଅବକାରୀ ଭୟରୁ ଖସିଯିବାକୁ ମହିଳା ସାଜିଛନ୍ତି ସପ୍ଲାଏରର ମାଧ୍ଯମ । ଅଧିକ ପଢନ୍ତୁ...

author img

By

Published : Mar 27, 2021, 8:40 AM IST

Updated : Mar 27, 2021, 10:25 AM IST

ଗଞ୍ଜେଇ ଚାଲାଣରେ ମହିଳା ସପ୍ଲାଏର, ରାଜଧାନୀରେ ମଲ ସାମ୍ନାରୁ ଜବତ
ଗଞ୍ଜେଇ ଚାଲାଣରେ ମହିଳା ସପ୍ଲାଏର, ରାଜଧାନୀରେ ମଲ ସାମ୍ନାରୁ ଜବତ

ଭୁବନେଶ୍ବର: ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍। ଗଞ୍ଜେଇ ସପ୍ଲାଏ ପାଇଁ ମହିଳାଙ୍କୁ କରାଯାଉଛି ଢାଲ। ପୋଲିସ ଓ ଅବକାରୀ ଭୟରୁ ଖସିଯିବାକୁ ମହିଳା ସାଜିଛନ୍ତି ସପ୍ଲାଏରର ମାଧ୍ଯମ । ମହିଳାଙ୍କୁ ମୋହରା କରି ୫୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଲାଣ ବେଳେ ସୁରାକ ପାଇଥିଲା ଭୁବନେଶ୍ବର ଅବକାରୀ ଟିମ ।

ଏନେଇ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ବଡ ସପିଂ ମଲ ସାମ୍ନାରେ ଗାଡିକୁ ଅଟକାଇ ଯାଞ୍ଚ ବେଳେ ଧରାପଡିଥିଲା ଗଞ୍ଜେଇ ବୋଝେଇ ଟାଟା ଏସି । ଦୁଇ ଜଣ ମହିଳା ସମେତ ଜଣେ ଡ୍ରାଇଭରକୁ ଗିରଫ କରିବା ସହ ଗାଡି ନମ୍ବର OD02 BM 6376 କୁ ଜବତ କରିଛି ଭୁବନେଶ୍ବର ଅବକାରୀ ଟିମ । ଗିରଫ ହୋଇଥିବା 2 ମହିଳା ହେଉଛନ୍ତି 30 ବର୍ଷିୟ ସବିତା ଦିଗଲ୍ ଓ 35 ବର୍ଷିୟ ମମତା ଦିଗଲ୍ । ଅନ୍ୟପଟେ 45 ବର୍ଷିୟ ସୁରଥ ବେହେରା ନାମକ ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି । ଏନେଇ ଗଞ୍ଜେଇ ପରିମାଣ ବିଷୟରେ ଯାଞ୍ଚ ଚାଲିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 27, 2021, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.