ETV Bharat / city

ଆଜି ରାଜ୍ୟରେ 12 ଜଣଙ୍କ ଜୀବନ ନେଲା କୋରୋନା - state corona

ଦିନକରେ ପୁଣି କୋରୋନା ନେଲା 12 ମୁଣ୍ଡ । ସୋମବାର 9 ଜଣଙ୍କ ଜୀବନ ନେଇଥିଲା ମହାମାରୀ । ଆଜିର ରିପୋର୍ଟରେ ରାଜ୍ୟରେ ମୋଟ କେତେ ମୃତ୍ୟୁ ସଂଖ୍ୟା କେତେରେ ପହଞ୍ଚିଲା ସେନେଇ ଅଧିକ ପଢନ୍ତୁ...

ଆଜି ରାଜ୍ୟରେ 12 ଜଣଙ୍କ ଜୀବନ ନେଲା କୋରୋନା
ଆଜି ରାଜ୍ୟରେ 12 ଜଣଙ୍କ ଜୀବନ ନେଲା କୋରୋନା
author img

By

Published : Nov 3, 2020, 10:59 AM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୋରୋନା ଲହରୀ । ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଦିନକରେ ପୁଣି କୋରୋନା ନେଲା 12 ମୁଣ୍ଡ । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1352 ରେ ପହଞ୍ଚିଛି । ଗତକାଲି ରାଜ୍ୟରୁ 9 ଟି ଜୀବନ ନେଇଥିଲେ କୋଭିଡ ।

ନୂଆପଡା ଜିଲ୍ଲାରୁ 69 ବର୍ଷୀୟ ଜଣେ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲାରୁ 70 ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କୋରୋନା । ମହିଳା ଜଣକ ପୂର୍ବରୁ ବିଭିନ୍ନ ରୋଗରେ ପୀଡିତ ଥିଲେ । ଭୁବନେଶ୍ବରରୁ 75 ବର୍ଷର ଜଣେ ମହିଳା ଓ 72 ବର୍ଷୀୟ ବ୍ୟକ୍ତିଙ୍କ କୋରୋନା ମୃତ୍ୟୁ ହୋଇଛି ।

ଆଜି ରାଜ୍ୟରେ 12 ଜଣଙ୍କ ଜୀବନ ନେଲା କୋରୋନା
ଆଜି ରାଜ୍ୟରେ 12 ଜଣଙ୍କ ଜୀବନ ନେଲା କୋରୋନା

ସେହିପରି ଢେଙ୍କାନାଳରୁ 43 ଓ 68 ବର୍ଷର 2 ଜଣ ମହିଳା , କଟକରୁ 45 ବର୍ଷର ପୁରୁଷ, ଜଗତସିଂହପୁରରୁ 82 ବର୍ଷର ପୁରୁଷ , ଖୋର୍ଦ୍ଧାରୁ 59 ବର୍ଷର ମହିଳା, ଭଦ୍ରକରେ 61 ବର୍ଷର ପୁରୁଷ, ବାଲେଶ୍ବରର 68 ବର୍ଷର ପୁରୁଷ, କଳାହାଣ୍ଡିରୁ 36 ବର୍ଷୀୟ ପୁରୁଷ କୋରୋନା ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି । '

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.