ETV Bharat / city

ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ଜୋର ଧରିଲା ଚାଇନା ସାମଗ୍ରୀ ବର୍ଜନ ଦାବି

author img

By

Published : Jun 17, 2020, 9:36 PM IST

ରାଜଧାନୀରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଥିସହ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ କରାଯାଇଛି । ଅଧିକ ପଢନ୍ତୁ...

Tribute to the heroic martyrs, insisting on boycotting Chinese goods
ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି, ଜୋର ଧରିବା ଚାଇନା ସାମଗ୍ରୀ ବର୍ଜନ ଦାବି

ଭୁବନେଶ୍ବର: ଲଦାଖର ଗଲୱାନ ସେକ୍ଟର ଅଞ୍ଚଳରେ ଡ୍ରାଗନ ସେନାର ଆକ୍ରମଣରେ ଦେଶର 20 ବୀର ଯବାନ ଶହୀଦ ହୋଇଛନ୍ତି । ଏଥିରେ ଓଡିଶାର ଦୁଇ ଯବାନ ଅଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଛି । ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଚୀନରୁ ଦୃଢ ଜବାବ ଦେବାକୁ ସାଧାରଣରେ ଦାବି ହୋଇଛି ।

ଏନେଇ ଭୁବନେଶ୍ବରର 120 ବାଟାଲିୟନ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏଥିରେ ଚାଇନା ସାମଗ୍ରୀକୁ ବର୍ଜନ କରିବା ପାଇଁ ଆହ୍ବାନ କରାଯାଇଛି । ଫଳରେ ଚୀନକୁ ଉପଯୁକ୍ତ ଶିକ୍ଷା ମିଳି ପାରିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.