ETV Bharat / city

ରାଜ୍ୟସଭାରେ ରଘୁନାଥଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Jul 19, 2021, 3:22 PM IST

Updated : Jul 19, 2021, 4:09 PM IST

ରାଜ୍ୟସଭା ଆରମ୍ଭ ହେବା କ୍ଷଣି ନିକଟରେ ପ୍ରାଣ ହରାଇଥିବା ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

ରାଜ୍ୟସଭାରେ ରଘୁନାଥଙ୍କୁ ଶ୍ରଦ୍ଧାଞ୍ଜଳୀ
ରାଜ୍ୟସଭାରେ ରଘୁନାଥଙ୍କୁ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିବଙ୍ଗତ ସାଂସଦ ତଥା ବିଶିଷ୍ଟ ସ୍ଥପତି ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ରାଜ୍ୟସଭା ଆରମ୍ଭ ହେବାକ୍ଷଣି ନିକଟରେ ପ୍ରାଣ ହରାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବାଚସ୍ପତି ଭେଙ୍କେୟା ନାଇଡୁଙ୍କ ସମେତ ଅନ୍ୟ ସାଂସଦମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଜ୍ୟସଭାରେ ରଘୁନାଥଙ୍କୁ ଶ୍ରଦ୍ଧାଞ୍ଜଳି

ଗତ ମେ ମାସ ୯ ତାରିଖରେ ମହାମାରୀ କୋରୋନାରେ ପ୍ରାଣ ହରାଇଥିଲେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର । ସେ ରାଜ୍ୟସଭାର ସଦସ୍ୟ ଥିଲେ । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ ପରିଚିତ ଥିଲେ ରଘୁନାଥ ମହାପାତ୍ର । ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ ।

ରଘୁନାଥ ମହାପାତ୍ରଙ୍କ ସମେତ ଟ୍ରେଜେଡି କିଙ୍ଗ ତଥା ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂହଙ୍କ ସମେତ ସାଂସଦ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

Last Updated : Jul 19, 2021, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.