ETV Bharat / city

ବିଚ୍ଛିନ୍ନାଅଞ୍ଚଳକୁ ଲାଗିଲା କାଳିଆ ଡୋରି - reconnect

ନାଁ ସେ ଦୁଃଖିର ନା ସେ ଧନୀର । ସେ ତ କାଳିଆ ସାଆନ୍ତ ସଭିଙ୍କର । ଭକ୍ତ ବଳରାମ ଦାସ ପରି ବାଲିରେ ରଥ ହେଉ ବା ଦାସିଆ ବାଉରି ହୋଇ ନଡିଆ ଯାଚିବା ହେଉ, ଭକ୍ତଙ୍କ କଥା ଆସିଲେ ଧାଇଁ ଆସନ୍ତି ପ୍ରଭୁ । ସେଭଳି ଲୀଳାମୟ ଠାକୁରଙ୍କ ଡୋରି ଲାଗିଛି ବିଛିନ୍ନାଅଞ୍ଚଳକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Jul 9, 2019, 7:58 PM IST

Updated : Jul 10, 2019, 3:17 AM IST

ଭୁବନେଶ୍ବର: ନାଁ ସେ ଦୁଃଖିର ନା ସେ ଧନୀର । ସେ ତ କାଳିଆ ସାଆନ୍ତ ସଭିଙ୍କର । ଭକ୍ତ ବଳରାମ ଦାସ ପରି ବାଲିରେ ରଥ ହେଉ ବା ଦାସିଆ ବାଉରି ହୋଇ ନଡିଆ ଯାଚିବା ହେଉ ଭକ୍ତଙ୍କ କଥା ଆସିଲେ ଧାଇଁ ଆସନ୍ତି ପ୍ରଭୁ । ସେଭଳି ଲୀଳାମୟ ଠାକୁରଙ୍କ ଡୋରି ଲାଗିଛି ବିଚ୍ଚିନ୍ନାଞ୍ଚଳକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୁଦୁର ମାଲକାନଗିରି, କୋରାପୁଟ ଜିଲ୍ଲାର ବିଛିନ୍ନାଞ୍ଚଳ ଷଢେଇକଳା, ଖରସୁଆଁ, ଚାଇଁବସାରେ ପହଞ୍ଚିବ ଜଗନ୍ନାଥ ସଂସ୍କୃତିର ପରମ୍ପରା ଓ କାହାଣୀ । ଯେଉଁଠି ଠାକୁରଙ୍କ ବହିଟିଏ ପାଇଲେ ପୂଜା କରନ୍ତି ଲୋକେ । ସେହି ବିଛିନ୍ନାଞ୍ଚଳକୁ ଲାଗିଛି ଜଗାର ଡୋରି । ସାହା ହୋଇଛନ୍ତି ଓଡିଶା ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ।

ଏହି ବିଭାଗ ପକ୍ଷରୁ ପ୍ରଥମ ପର୍ଯାୟରେ ଏହି ବିଛିନ୍ନାଞ୍ଚଳକୁ ପଠାଯାଇଛି ଉତ୍କଳ ପ୍ରସଙ୍ଗର ଓଡିଆ ସଂସ୍କରଣ । ଯାହାକି ଛତିଶଗଡ ଓ ଓଡିଶା ସୀମାରେ ରହୁଥିବା ଲୋକମାନଙ୍କୁ ବିତରଣ କରାଯିବ । ଏହି ସଂସ୍କରଣ ଜରିଆରେ ସେମାନେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ ହୋଇପାରିବେ । ଏନେଇ ସ୍ବତନ୍ତ୍ର ଗାଡି ଯୋଗେ ଏସବୁ ପୁସ୍ତକ ପଠାଯାଇଛି ବିଛିନ୍ନାଅଞ୍ଚଳକୁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭକ୍ତ ଭଗବାନଙ୍କ ଅପୁର୍ବ କାହାଣି,
ବିଛିନ୍ନାଚଂଳକୁ ଲାଗିଲା ଜଗାର ଡୋରି
Body:
ନା ସେ ଦୁଃଖିର ନା ସେ ଧନୀର ସେ ତ କାଳିଆ ସାଆନ୍ତ ସଭିଙ୍କର।ଭକ୍ତ ବଳରାମ ଦାସ ପରି ବାଲିରେ ରଥ ହେଉ ବା ଦାସିଆ ବାଉରି ହୋଇ ନଡିଆ ଯାଚୁ। ଭକ୍ତଂକ କଥା ଆସିଲେ ଧାଇଁ ଆସନ୍ତି ପ୍ରଭୁ। ସେଭଳି ଲିଳାମୟ ଠାକୁରଙ୍କ ଡୋରି ଲାଗିଛି ବିଛିନ୍ନାଂଚଳକୁ । ସୁଦୁର ମାଲକାନଗିରି ,କୋରାପୁଟ ଜିଲ୍ଲାର ବିଛିନାଚଂଳ ଷଢେଇକଳା,ଖରସୁଆଁ,ଚାଇଁବସାରେ ପହଂଚିବ ଜଗନ୍ନାଥ ସଂସ୍କୃତିର ପରମ୍ପରା ଓ କାହାଣି। ଯେଉଁଠି ଠାକୁରଙ୍କ ବହି ଟିଏ ପାଇଲେ ପୁଜା କରନ୍ତି ଲୋକେ। ସେହି ବିଛିନ୍ନଂଚଳକୁ ଲାଗିଛି ଜଗାର ଡୋରି। ସାହା ହୋଇଛନ୍ତି ଓଡିଶା ସରକାରଙ୍କ ସୁଚନା ଲୋକସଂମ୍ପର୍କ ବିଭାଗ। ଏହି ବିଭାଗ ପକ୍ଷରୁ ପ୍ରଥମ ପର୍ଯାୟରେ ଏହି ବିଛିନ୍ନାଂଚଳକୁ ପଠାଯାଇଛି ଉତ୍କଳ ପ୍ରସଙ୍ଗର ଓଡିଆ ସଂସ୍କରଣ ଯେ କି ସେଠାରେ ବିତରଣ କରାଯିବ। ଛତିଶଗଡ ଓ ଓଡିଶା ବର୍ଡରରେ ରହୁଥିବା ସେହି ଲୋକମାନଙ୍କୁ ଜଗନ୍ନାାଥ ସଂସ୍କୃତି ଓ ପରମ୍ପରା ସମ୍ପର୍ଗରେ ଅବଗତ କରାଯିବ। କାଳିଆର ବେଷ ଓ ଅବତାର ସହ ରଥ ଯାତ୍ରାର ସମସ୍ତ ବିବରଣି ଜାଣିପାରିବେ ଏହି ସଂସ୍କରଣ ଜରିଆରେ । ଏନେଇ ସ୍ବତନ୍ତ୍ର ଗାଡି ଯୋଗେ ଏସବୁ ପୁସ୍ତକ ପଠାଯାଇଛି ବିଛିନାଂଚଳକୁ ।
ବାଇଟ-କୃପାସିନ୍ଧୁ ମିଶ୍ର,ନିର୍ଦେଶକ,ସୁଚନା ଓ ଲୋକସମ୍ପର୍କ ବିଭାଗ
ବାଇଟ-ଲେଲିନ ମହାନ୍ତି ,ସମ୍ପାଦକ ଉତ୍କଳ ପ୍ରସଙ୍ଗ ପୁସ୍ତକConclusion:
Last Updated : Jul 10, 2019, 3:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.