ETV Bharat / city

ବସ୍ ଚାଲିବା ବିଳମ୍ବକୁ ନେଇ ଏମିତି କହିଲେ ପଦ୍ମନାଭ - ବସ୍ ଚାଲିବା ବିଳମ୍ବ

ରାଜ୍ୟରେ ଘରୋଇ ବସ ନଚାଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଭିନ୍ନ ସିଟି ବସ ଓ ଅଟୋ ରିକ୍ସା ସ୍ବାଭାବିକ ହୋଇଛି ବସ ମଧ୍ୟ ଚାଲିବା କଥା ବୋଲି କହିଛନ୍ତି । ଅଧିକ ପଢନ୍ତୁ..

transport-minister-speak-in-bus-issue
transport-minister-speak-in-bus-issue
author img

By

Published : May 25, 2020, 12:11 PM IST

ଭୁବନେଶ୍ବର: ରାଜ୍ୟରେ ଘରୋଇ ବସ ନଚାଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଭିନ୍ନ ସିଟି ବସ ଓ ଅଟୋ ରିକ୍ସା ସ୍ବଭାବିକ ହୋଇଛି ବସ ମଧ୍ୟ ଚାଲିବା କଥା ବୋଲି କହିଛନ୍ତି ।

transport-minister-speak-in-bus-issue

ଯେହେତୁ ଲକଡ଼ାଉନ ଯୋଗୁଁ ବସ କର୍ମଚାରୀ ଅନୁପସ୍ଥିତ ଅଛନ୍ତି ସେଥିଯୋଗୁଁ ବିଳମ୍ବ ହେଉଛି । ଘରୋଇ ବସ ମାଲିକ ସଙ୍ଘର ଦାବି ପ୍ରତି ସରକାର ସଚେତନ ଅଛନ୍ତି, ରୋଡ଼ ଟ୍ୟାକ୍ସ ଛାଡ଼ ପାଇଁ ପ୍ରକ୍ରିୟା ଚାଲିଛି । ବସ ଚଳାଚଳ କଲେ ବସ ଷ୍ଟାଣ୍ଡରେ ସାନିଟାଇଜେସନ କରାଯିବ ଏବଂ ଘରୋଇ ବସ ମାଲିକ ସଙ୍ଘର ଅନ୍ୟ ଡିମାଣ୍ଡ ପ୍ରତି ମଧ୍ୟ ବିଚାର କରାଯାଉଛି ବୋଲି କହିଛନ୍ତି ପଦ୍ମନାଭ ବେହେରା ।

ବିନା ସୂଚନାରେ ଓଡ଼ିଶାରେ ଟ୍ରେନ ପହଞ୍ଚିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସେମାନେ ଜଣାଇ କି ଆସିଲେ ଆମକୁ ସୁବିଧା ହୁଅନ୍ତା, ଆମେ ସେମାନଙ୍କୁ ଜଣାଇବୁ ଟ୍ରେନ ଛାଡିବା ପୂର୍ବରୁ ଆମକୁ ସୂଚନା ଦେବେ ବୋଲି କହିବୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.