ETV Bharat / city

ଦଲାଲ ମୁକ୍ତ କର ପରିବହନ କାର୍ଯ୍ୟାଳୟ: ପରିବହନ ସଚିବ

author img

By

Published : Sep 11, 2019, 7:19 AM IST

ନୂଆ ମଟରଯାନ ଆଇନ ର କାର୍ଯ୍ୟକାରୀଓ ଆଗାମୀ ପଦକ୍ଷେପକୁ ନେଇ ପରିବହନ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନୂଆ ମୋଟରଯାନ ଆଇନକୁ ନେଇ ପରିବହନ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । 3ମାସ ଆଇନକୁ କୋହଳ କରାଯାଇଥିଲେ ମଧ୍ୟ ବିଭାଗୀୟ ସଚିବ ଓ କମିଶନର ଆଜି ସମସ୍ତ ଆରଟିଓ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି । ନିଷ୍ପତି ଅନୁଯାୟୀ ସାଧାରଣ ଲୋକେ ଯେମିତି କୌଣସି ସମସ୍ୟାର ସମ୍ମୁଖିନ ନହେବ ସେଥିପାଇଁ କାମ କରିବାକୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ତିନି ମାସ ମଧ୍ୟରେ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି କାମ କରିବାକୁ ନିଷ୍ପତି ହୋଇଛି । ଏହାସହ ମଦୁଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ବିନା ହେଲମେଟ କି ସିଟ ବେଲ୍ଟ ବାନ୍ଧିନଥିଲେ ମଧ୍ୟ ଫାଇନ ଆଦାୟ ପାଇଁ କୁହାଯାଇଛି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି କ୍ରମେ ପଲୁସନ ପ୍ରମାଣ ପତ୍ର , ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ କେତେ ଦର ଦେବାକୁ ହେବ ତାର ଏକ ତାଳିକା ସର୍ବସାଧରଣ ଜାଣିବା ପାଇଁ ପ୍ରଦର୍ଶିତ କରିବାକୁ କୁହାଯାଇଛି । ସମସ୍ତ ଆରଟିଓକୁ ଦଲାଲ ମୁକ୍ତ କରିବା ପାଇଁ କଡା ନିର୍ଦେଶ ଜାରି କରିଛି ବିଭାଗ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆର୍ଟିଓ ରେ ବୁଲୁଥିବା ଦଲାଲ ଉପରେ ରହିବ କଡା ନଜର।

ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ବୁଲୁଥିବା ଦଲାଲ ମାନଙ୍କ ଉପରେ ପରିବହନ ବିଭାଗ ପକ୍ଷରୁ ରହିବ କଡା ନଜର। କାଗଜପତ୍ର ଯାଂଚରେ ହେବ କୋହଳ ନୀତି।ମେଦୁଆ ଚଳକଙ୍କୁ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ।

Body:
ପରିବହନ ବିଭାଗର ଗୁରୀତ୍ବପୂର୍ଣ୍ଣ ନିଷ୍ପତି। ଭିଡ଼ିଓ କନଫରେନ୍ସ ଦ୍ୱାରା ସମସ୍ତ ଆରଟିଓ ସହ ଆଲୋଚନା। ମଦୁଆ ଚଳକଙ୍କୁ ଉପରେ ହେବନାହିଁ କୋହଳ। ପୂର୍ବପରି କଡା ହେବ କାର୍ଯ୍ୟାନୁଷ୍ଠାନ । କାଗଜପତ୍ର ଯାଂଚରେ ହେବ କୋହଳ ନୀତି। ହେଲାମେଟ କି କାର ସିଟ ବେଲ୍ଟ ପିନ୍ଧିନଥିଲେ ଛାଡ଼ ନାହିଁ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲାଯିବ ଅଧିକ ସେଣ୍ଟର। ଅଧିକ ଲୋକ ନିୟୋଜିତ କରି ଯଥା ସମ୍ଭବ ସମସ୍ତଙ୍କୁ ଲାଇସେନ୍ସ ଯୋଗାଇବା ପାଇଁ ହେବ କାର୍ଯ୍ୟ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆରଟିଓ କାର୍ଯଳୟ ପାଖରେ ବୁଲୁଥିବା ଦଲାଲ ଙ୍କ ଉପରେ ପରିବହନ ବିଭାଗ ପକ୍ଷରୁ ରହିବ କଡା ନଜର। କୌଣସି ଲୋକ ଧର୍ଯ୍ୟ ମୁଲ୍ୟଠାରୁ ଅଧିକ ଅର୍ଥ କିଭଳି ଲୋକମାନେ ନଦେବେ ସେଥିପାଇଁ ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତ ଆରଟିଓ ଙ୍କୁ ନିର୍ଦ୍ଧେଶ। ଆରଟିଓ ଓ ପଳୁସନ ସେଣ୍ଟର ଗୁଡିକରେ ରେଟ ଚାର୍ଟ ଲଗାଇବା ପାଇଁ ସମସ୍ତଙ୍କୁ ନିର୍ଦେଶ ରହିଛି।

Byte- ଜି ଶ୍ରୀନିବାସନ, ପରିବହନ ସଚିବ।
Byte- ସଂଜୀବ ପଣ୍ଡା, ପରିବହନ କମିଶନର।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.