ETV Bharat / city

ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା

ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ କିନ୍ନର ମାନଙ୍କୁ ଏଣିକି ଭତ୍ତା ପ୍ରଦାନ କରାଯିବ । ଏହାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author img

By

Published : Jul 3, 2020, 12:35 PM IST

transgender-will-receive-an-allowance
କିନ୍ନରଙ୍କୁ ମିଳିବ ଭତ୍ତା

ଭୁବନେଶ୍ବର: ସରକାରୀ ପେନସନ ଯୋଜନାରେ ସାମିଲ ହେଲେ କିନ୍ନର । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ କିନ୍ନର ମାନଙ୍କୁ ଏଣିକି ଭତ୍ତା ପ୍ରଦାନ କରାଯିବ । ଏହାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ କିନ୍ନର

କିନ୍ନରମାନେ ଏବେଠାରୁ ମଧୁବାବୁ ପେନସନ ଓ୍ଵେବସାଇଟ୍ ବା ଫର୍ମରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଏହାସହ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ଆଉ ଅଧିକ 1ହଜାର ଟଙ୍କା ଆସନ୍ତା 4 ମାସ ପାଇଁ ସହାୟତା ବାବଦରେ ମିଳିବ ।

ତେବେ ସୂଚନା ଅନୁସାରେ, ରାଜ୍ୟରେ 48 ଲକ୍ଷ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇ ଭତ୍ତା ପାଉଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.