ETV Bharat / city

ବନ୍ଦ ରେଳସେବା: ଜୀବିକା ହରାଇଲେ 30 ହଜାର ପରିବାର - ଲକଡାଉନରେ ବନ୍ଦ ରେଳସେବା

କୋରୋନା ପାଇଁ ଟ୍ରେନ ନ ଚାଲିବାରୁ ରେଳବାଇରେ କାମ କରୁଥିବା ଲୋକମାନେ ଏବେ 30 ହଜାର ପରିବାର ଜୀବନ ଜୀବିକା ହରାଇଛନ୍ତି । ଅଧିକ ପଢନ୍ତୁ ...

ବନ୍ଦ ରେଳସେବା, ଜୀବିକା ହରାଇଲେ 30 ହଜାର ପରିବାର

author img

By

Published : May 11, 2021, 8:59 PM IST

ଭୁବନେଶ୍ବର: କୋରୋନା ପାଇଁ ଟ୍ରେନ ନ ଚାଲିବାରୁ ରେଳବାଇରେ କାମ କରୁଥିବା ଲୋକମାନେ ଏବେ 30 ହଜାର ପରିବାର ଜୀବନ ଜୀବିକା ହରାଇଛନ୍ତି । ଭୁବନେଶ୍ୱର ସମେତ ଇଷ୍ଟ କୋଷ୍ଟ ରେଳବାଇରେ 35 ହଜାର ଠିକା କର୍ମଚାରୀ ଭାବରେ କାମ କରୁଛନ୍ତି ।

ଇଷ୍ଟ କୋଷ୍ଟ ରେଳବାଇରେ ଛୋଟ ବଡ ଷ୍ଟେସନ ଭାବରେ 300ଟି ଷ୍ଟେସନ ରହିଥିବାବେଳେ କୋରୋନା ପାଇଁ ଖୋର୍ଦ୍ଧା ଡିଭିଜନରେ ପାଖାପାଖି 35 ହଜାର ଲୋକମାନେ ଜୀବନ ଜୀବିକା ହରାଇଛନ୍ତି । ବିଶେଷ ଭାବରେ 4ଟି କାଟାଗୋରୀର ଲୋକମାନେ ରହିଛନ୍ତି । ଏହାସହ ଇଷ୍ଟକୋଷ୍ଟ ରେଳବାଇରେ 700 କୁଲି କାମ କରୁଥିବାବେଳେ 83 ଜଣ ଭୁବନେଶ୍ୱରରେ କାମ କରୁଛନ୍ତି । ଏପରିକି କଟକ, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ଯାଜପୁର ପରି ବଡ ବଡ ରେଳ ଷ୍ଟେସନରେ କୁଲିମାନେ କାମ କରୁଛନ୍ତି ।

ଏପରିକି ରେଳ ବିଭାଗରେ କୁଲି, ଟ୍ରାକରେ କାମ କରୁଥିବା କର୍ମଚାରୀ, ହାଉସ କିପର ଆଦି 10 ହଜାର କର୍ମଚାରୀ କାମ କରୁଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକାରରେ କୁଲି କାମ କରୁଛନ୍ତି 83 ଜଣ । ମୋଟ ଆକାରରେ 50 ଜଣ ଲେବର କାମ କରୁଛନ୍ତି । 18 ଜଣ ରେଳବାଇର ପାର୍ଶଲ କର୍ମଚାରୀ କାମ କରୁଥିବାବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ 37ଟି ଦୋକାନ ରହିଛି । ଯାହା ବୁକ ଷ୍ଟେଲ 9ଟି ରହିଛି, ବୋଟଲ ଭେଣ୍ଡିଂ 12ଟି । ଟଲି କାମରେ 9 ଜଣ ନିୟୋଜିତ ଅଛନ୍ତି । ଏମାନେ ସମସ୍ତେ ପର୍ଯ୍ୟାୟ କ୍ରମେ କାମ କରନ୍ତି । ଏହି ଲକଡାଉନ ସମସ୍ତଙ୍କୁ ପ୍ରଭାବିତ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.