ETV Bharat / city

TOP NEWS @7PM, ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 15, 2020, 7:03 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM, ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
TOP NEWS @7PM, ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଫଳାଫଳ

ଓଡିଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ । ଚଳିତ ବର୍ଷ 214 ସ୍କୁଲର 5,430 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିରୁ 4427 ପିଲା ପାସ କରିଛନ୍ତି ।

2.କୋରୋନା କବଳରୁ ମୁକ୍ତ ହେଲେ ଆଉ 612, ସୁସ୍ଥ ସଂଖ୍ୟା ଛୁଇଁଲା 10 ହଜାର

ଧବାର ରାଜ୍ୟରେ 612 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସାଙ୍ଗକୁ ରାଜ୍ୟରେ 10 ହଜାର ଛୁଇଁଲା ସୁସ୍ଥ ସଂଖ୍ୟା ।

3.ରାଜ୍ୟରେ ଦିନକରେ 618 ଆକ୍ରାନ୍ତ, 3 ମୃତ

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 618 ଆକ୍ରାନ୍ତ ଚିହ୍ନଟ । ସେପଟେ ଆଉ 3ଜଣଙ୍କ ମୁଣ୍ଡ ନେଲା କୋରୋନା ।

4.‘ଭଲ ଇଂରାଜୀ କହିବା, ଭଲ ଭାଷଣ ସବୁକିଛି ନୁହେଁ’

ଭଲ ଇଂରାଜୀ କହିବା, ଭଲ ଭାଷଣ ଦେବା କିମ୍ବା ସୁନ୍ଦର ଚେହେରା ସବୁକିଛି ନୁହେଁ । ବରଂ ନିଜ ଦେଶ ପ୍ରତି ଭଲପାଇବା, ଆଦର୍ଶ, ନୀତି ଓ ପ୍ରତିବଦ୍ଧତା ବେଶ ଗୁରୁତ୍ବପୂର୍ଣ୍ଣ ।

5.ସିବିଏସଇ ଦଶମ ଫଳାଫଳ, ଭୁବନେଶ୍ୱର କ୍ଷେତ୍ରର ପାସହାର 93.20%

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ବର ରିଜନର ପାସ ହାର 93.20 ପ୍ରତିଶତ ରହିଛି ।

6.ବ୍ୟାଙ୍କ କାଉଣ୍ଟରକୁ 10 ଲକ୍ଷ ଧରି ଚମ୍ପଟ ନାବାଳକ, ସିସିଟିଭିରେ କଏଦ ଲୁଟଚିତ୍ର

ନିମଚ ଜିଲ୍ଲାର ଜାବଡରେ ଏକ ସମବାୟ ବ୍ୟାଙ୍କରୁ ଦିବାଲୋକରେ 10 ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି ।

7.କୋଭିଡ କେୟାର ହୋମ ପରିଚାଳନା: 7 ହଜାର ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେବେ ସରକାର

କୋଭିଡ କେୟାର ହୋମ ପରିଚାଳନା ପାଇଁ ଅସ୍ଥାୟୀ ଭାବେ ୭୦୦୦ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ ।

8.ରାମ ଜନ୍ମଭୂମି ବିବାଦ: ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ବିହାରରେ ମାମଲା ରୁଜୁ

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭଗବାନ ରାମଙ୍କ ସଂପର୍କରେ ଦେଇଥିବା ବିବାଦୀୟ ବିବୃତ୍ତି ବିରୋଧରେ ବିହାରରେ ଅଭିଯୋଗ ଦାଖଲ କରାଯାଇଛି ।

9.କୋରୋନା ବିରୋଧୀ ଲଢେଇରେ ଭାରତର ଭୂମିକା ପ୍ରସଂଶନୀୟ: ୟୁରୋପୀୟ ସଂଘ

କୋରୋନା ବିରୋଧୀ ଲଢେଇରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ମହାମାରୀର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଉଦ୍ୟମରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ୟୁରୋପୀୟ ସଂଘ କହିଛି ।

10.କୋରୋନା ସଚେତନତା, ଔଷଧ ବାଣ୍ଟିବା ବେଳେ ଆଶାକର୍ମୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତର ଆଶାକର୍ମୀ ପୁର୍ନମାସି ବଳିଆର ସିଂହଙ୍କ ହଠାତ୍ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.