ETV Bharat / city

ଗୁରୁବାର ମନ୍ତ୍ରୀ ପରିଷଦ ବୈଠକ - naveen

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ମନ୍ତ୍ରୀ ପରିଷଦର ବୈଠକ ବସିବ । ଏହି ବୈଠକ ଉପରେ ରହିଛି ସଭିଙ୍କ ନଜର ।

ଫାଇଲ ଫଟୋ
author img

By

Published : Jul 10, 2019, 11:46 PM IST

ଭୁବନେଶ୍ବର: ଗୁରୁବାର ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ବସିବା ନେଇ ସୂଚନା । ପୂର୍ବାହ୍ନ 11.45ରୁ ବସିବ ବୈଠକ ।

ନିକଟରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଆଯାଇଥିବାରୁ ଏହି ବୈଠକରେ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି କେନ୍ଦୁପତ୍ର ତୋଳାଳିଙ୍କ ବୋନସ ହ୍ରାସ, ପଦ୍ମଶ୍ରୀ ଆର୍ଥିକ ସହାୟତା ପ୍ରଦାନ ନିଷ୍ପତ୍ତି ନିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ବୋଡେ଼ନ ବ୍ଲକ ଟେମେରି, ଡ଼ନେଇବସା ଗାଁରେ ଖଡ଼ିଆଳ ବୋଡେ଼ନ ବନ ବିଭାଗର ଅତର୍କିତ ଚଢ଼ାଉ । ପାଞ୍ଚ ଜଣ ସମ୍ବର ଶିକାରୀ ସହ ସମ୍ବର ମାଂସ ଜବତ । ପ୍ରାକ୍ତ ଶୁଚନା ମତେ ଟେମେରି ଡନେଇବସା ଗାଁ ନିକଟକୁ ପାଣି ପିଇବା ପାଇଁ ନିକଟସ୍ଥ ଗୁରୁଡଙ୍ଗ ଜଙ୍ଗଲରୁ ସମ୍ବର ଆସିଗହିଲା । ସ୍ଥାନୀୟ ପାଞ୍ଚଜଣ ଶିକାରୀ ସମ୍ବର କୁ ଘୋଡ଼ାଇ ଘୋଡାଇ ହତ୍ୟା କରିଥିଲେ । ଏହାପରେ ମାଂସ ପ୍ରସ୍ତୁତ କରି ଭାଗବଣ୍ଟା କରୁଥିଲେ । ଏତିକି ବେଳେ ବନ ବିଭାଗ ଖବର ପାଇ ଚଢ଼ାଉ କରି ପାଞ୍ଚ ଜଣ ଶିକାରୀ ଙ୍କୁ ଫିରଫ କରି ବନ୍ୟଜନ୍ତୁ ହତ୍ୟା ମାମଲାରେ କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।Body:ଶିକାରୀ ଗିରଫConclusion:ପାଂଚ ଜଣ ଏହିକାରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.