ETV Bharat / city

Cabinet Meeting: ଆଜି ବସିବ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

author img

By

Published : Nov 22, 2021, 8:12 PM IST

Updated : Nov 23, 2021, 8:53 AM IST

ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଦୁଇ ବୈଠକ । ଅଧିକ ପଢ଼ନ୍ତୁ

council of ministers and cabinet meeting going to held tomorrow
Cabinet Meeting: କାଲି ବସିବ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି (ମଙ୍ଗଳବାର) ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଦୁଇ ବୈଠକ । ନବୀନ ନିବାସରୁ ଭର୍ଚ୍ଚୁଆଲ ମୋଡରେ ବୈଠକରେ ଅଧ୍ୟକ୍ଷତା କରିବେ ନବୀନ ପଟ୍ଟନାୟକ । ଅପରାହ୍ଣ ୫.୩୦ରେ ପ୍ରଥମେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଏହାପରେ ୫.୪୫ରେ ବସିବ କ୍ୟାବିନେଟ ବୈଠକ ।

ଆସନ୍ତା ମାସ ୧ ତାରିଖରୁ ମୌସୁମୀ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ଏହି ମନ୍ତ୍ରୀ ପରିଷଦ ଓ କ୍ୟାବିନଟେ ବୈଠକର ଗୁରୁତ୍ବ ବଢ଼ିଛି । କ୍ୟାବିନେଟ ବୈଠକରେ ପ୍ରାୟ ୧୦ଟି ପ୍ରସ୍ତାବରେ ମୋହର ବାଜିବା ନେଇ ଆଲୋଚନା ହେଉଛି ।

ଏହି ବୈଠକରେ କିଛି ମନ୍ତ୍ରୀମାନେ ଲୋକସଭା ଭବନରୁ ଓ ଆଉ କିଛି ଜିଲ୍ଲା ମୁଖ୍ୟାଳୟରୁ ଭିସି ଜରିଆରେ ଯୋଗ ଦେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 23, 2021, 8:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.