ETV Bharat / city

ଆଜି ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଆଜି ସାରା ରାଜ୍ୟରେ ଟୀକାକରଣ ଆରମ୍ଭ ହେଉଛି। ଏହି ଅବସରରେ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ...

author img

By

Published : Jan 15, 2021, 5:42 PM IST

Updated : Jan 16, 2021, 7:06 AM IST

ଆସନ୍ତାକାଲି ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ଟୀକାକରଣ ଆରମ୍ଭ ହେଉଛି। ଏହି ଅବସରରେ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହାସହ ସମସ୍ତ 160 ଭ୍ୟାକ୍ସିନ ସାଇଟ୍ସ ସହିତ ଯୋଡି ହେବେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ଠାରୁ ଏନେଇ ଫିଡ଼ବ୍ୟାକ୍ ନେବେ। ଶନିବାର 12ଟା 30 ମିନିଟରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବା ନେଇ କାର୍ଯ୍ୟକ୍ରମ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 16, 2021, 7:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.