ETV Bharat / city

ମଙ୍ଗଳବାର ରାଜ୍ୟରେ ସର୍ବାଧିକ ସୁସ୍ଥ, 59 ହଜାର ଆରୋଗ୍ୟ ସଂଖ୍ୟା - ଆରୋଗ୍ୟ ସଂଖ୍ୟା

ମଙ୍ଗଳବାର ରାଜ୍ୟରେ ସର୍ବାଧିକ 2546 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ଅଧିକ ପଢନ୍ତୁ..

ମଙ୍ଗଳବାର ରାଜ୍ୟରେ ସର୍ବାଧିକ ସୁସ୍ଥ, 59 ହଜାର ଆରୋଗ୍ୟ ସଂଖ୍ୟା

author img

By

Published : Aug 25, 2020, 8:27 PM IST

ଭୁବନେଶ୍ବର: ମଙ୍ଗଳବାର ରାଜ୍ୟରେ ସର୍ବାଧିକ 2546 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ଆଜି ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରେ 59 ହଜାର ଛିଇଁଛି ସୁସ୍ଥ ସଂଖ୍ୟା ।

29 ଟି ଜିଲ୍ଲାରୁ ମଙ୍ଗଳବାର 2546 ଜଣ ସୁସ୍ଥ ହୋଇଛନ୍ତି। ମୋଟରେ ରାଜ୍ୟରେ ସ୍ଵସ୍ଥ ସଂଖ୍ୟା 59470 ହୋଇଛି। ଖୋର୍ଦ୍ଧାରେ ସୁସ୍ଥ ହେଲେ 627, ଗଂଜାମ ରେ ସୁସ୍ଥ ସଂଖ୍ୟା 266, ନୟାଗଡ ରେ 143, ପୁରୀରେ 141, ରାୟଗଡା ରେ 112, କୋରାପୁଟ ର3 104, ଭଦ୍ରକ ରେ 99, କଟକ ରେ 98, ବୌଦ୍ଧ ରେ 87, ମାଲକାନଗୀରରେ 76, କେନ୍ଦ୍ରାପଡା ରେ 74, କନ୍ଧମାଳ ରେ 73, ସୁନ୍ଦରଗଡରେ 73 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରେ 72, ମୟୁରଭଞ୍ଜ ରେ 70, ବାଲେଶ୍ୱରରେ 63, ନବରଙ୍ଗପୁର ରେ 44, ଗଜପତି ରେ 42, ଯାଜପୁର ରେ 40, କେନ୍ଦୁଝର ରେ 37, ଅନୁଗୁଳ ରେ 32, ଜଗତସିଂହପୁର ରେ 32, ସମ୍ବଲପୁର ରେ 32, ବରଗଡ ରେ 29, ଢେଙ୍କାନଲ ରେ 20, ସୋନପୁର ରେ 20, ବଲାଙ୍ଗୀର ରେ 18, ଝରସୁଗୁଡ଼ା ରେ 17, ଦେଓଗଡ ରେ 5 ଜଣ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.