ETV Bharat / city

ରାଜ୍ୟରେ ଆରୋଗ୍ୟ ହେଲେ 298 କୋରୋନା ଆକ୍ରାନ୍ତ

author img

By

Published : Jan 4, 2021, 8:58 PM IST

ଆଜି ରାଜ୍ୟରେ 298 ଜଣ ଆରୋଗ୍ୟ ହୋଇ ମୋଟ 3 ଲକ୍ଷ 26 ହଜାର 507 କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 298 ଜଣ
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 298 ଜଣ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ଆଜି ରାଜ୍ୟରେ 298 ଜଣ ଆରୋଗ୍ୟ ହୋଇ ମୋଟ 3 ଲକ୍ଷ 26 ହଜାର 507 କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଜି 27 ଟି ଜିଲ୍ଲରେ 298 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସୁନ୍ଦରଗଡରେ 49, ଅନୁଗୋଳରେ 48, କଟକରେ 24, କେନ୍ଦ୍ରାପଡାରେ 16, ବାଲେଶ୍ୱର ଓ କେନ୍ଦୁଝରରେ 15, ଝାରସୁଗୁଡ଼ାରେ 14, ଯାଜପୁରରେ 13, ଖୋର୍ଦ୍ଧା ଓ ମୟୂରଭଞ୍ଜରେ 12, ବରଗଡରେ 10, ବଲାଙ୍ଗୀରରେ 10, ସମ୍ବଲପୁରରେ 8, ଦେଓଗଡ, ଗଞ୍ଜାମ, ନବରଙ୍ଗପୁରରେ 6, ଭଦ୍ରକ ଓ ଜଗତସିଂହପୁରରେ 5, ନୂଆପଡାରେ 4, ରାୟଗଡାରେ 3, ବୌଦ୍ଧ କଳାହାଣ୍ଡି କୋରାପୁଟ ଓ ନୟାଗଡରେ 2 ମାଲକାନଗିରିରେ ଜଣେ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ ପୋଲରେ 8 ଜଣ ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.