ETV Bharat / city

ରାଜଧାନୀରେ ଆଜି 27 କୋରୋନା ଆକ୍ରାନ୍ତ ଚିହ୍ନଟ, 34 ସୁସ୍ଥ - capital bbsr

ଶୁକ୍ରବାର ରାଜଧାନୀରେ 27 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ 33 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ଆଜି 27 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ ଆଜି 27 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Dec 4, 2020, 9:13 PM IST

ଭୁବନେଶ୍ବର: ରାଜଧାନୀରେ ମୋଟ କୋରୋନା ସଂକ୍ରମଣ 30 ହଜାର ପାର କରି ସାରିଥିବାବେଳେ ଆରୋଗ୍ୟ ସଂଖ୍ୟା ମଧ୍ୟ 30 ହଜାରରୁ ଉର୍ଦ୍ଧ୍ବ ରହିଛି । ତେବେ ଆଜି (ଶୁକ୍ରବାର) ରାଜଧାନୀରେ 27 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ 33 ଜଣ ସୁସ୍ଥ ହୋଇଛନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 13 ଚିହ୍ନଟ ହୋଇଥିବା ବେଳେ 14 ଲୋକାଲ କେସ ରହିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଥିବା ଦେଖାଯାଉଛି।

ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 221 ଛୁଇଁଛି। ହୋମ କ୍ଵରେଣ୍ଟାଇନରେ 13 ଜଣଙ୍କ ମଧ୍ୟମରେ 5 ଜଣ ଓଲଡ଼ ଟାଉନ, 3 ଜଣ ଶୈଳଶ୍ରୀ ବିହାର, ବଡଗଡ, ଝାରପଡା, କାନନ ବିହାର, ନୟାପଲ୍ଲୀ ଓ ରସୁଲଗଡରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଏପଟେ ସ୍ଥାନୀୟ ସଂକ୍ରମଣ 14 ଚିହ୍ନଟଙ୍କ ମଧ୍ୟରୁ 3 ଜଣ ରସୁଲଗଡ଼, 3 ଜଣ ନୟାପଲ୍ଲୀ, ବୁଦ୍ଧେଶ୍ବରୀ କଲୋନୀ, ଚନ୍ଦ୍ରଶେଖରପୁର, ନିଲାନ୍ଦ୍ରୀ ବିହାର, ଓଲଡ଼ ଟାଉନ, ପଟିଆ, ଶୈଳଶ୍ରୀ ବିହାର ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ରାଜଧାନୀରେ ମୋଟ କୋରୋନା ଆକ୍ରାନ୍ତ 30 ହଜାର 861, ସୁସ୍ଥ 30 ହଜାର 231, ମୃତ୍ୟୁ ସଂଖ୍ୟା 221, ସକ୍ରିୟ 388 ଜଣ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.