ETV Bharat / city

ରାଜ୍ୟରେ ଥମୁନି ସଂକ୍ରମଣ, ଦିନକରେ 11732 ପଜିଟିଭ ଚିହ୍ନଟ

author img

By

Published : May 16, 2021, 9:28 AM IST

ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । 24 ଘଣ୍ଟାରେ ପୁଣି 11ହଜାର 732 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ରାଜ୍ୟରେ ଥମୁନି ସଂକ୍ରମଣ, ଦିନକରେ 11, 732 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ । ଶନିବାର କୋରୋନାର ଦୈନିକ ସଂକ୍ରମଣ 11 ହଜାର ପାର୍ କରିଥିବା ବେଳେ ଆଜି ବି 11ହଜାର ପାର କରିଛି । 24 ଘଣ୍ଟାରେ ପୁଣି 11ହଜାର 732 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ 1710 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ 870, ଅନୁଗୁଳରୁ 700, ସୁନ୍ଦରଗଡରୁ 641, ସମ୍ବଲପୁରରୁ 538, ବାଲେଶ୍ବରରୁ472, 418, ନବରଙ୍ଗପୁରରୁ 417,ବରଗଡରୁ 363, ଭଦ୍ରକରୁ 414, ବଲାଙ୍ଗୀରରୁ401, ଯାଜପୁରରୁ 383, ବୌଦ୍ଧରୁ277, ଦେବଗଡରୁ129, ଢେଙ୍କାନାଳରୁ 153, ଗଞ୍ଜାମରୁ 259, ଜଗତସିଂହପୁରୁ 330, ଝାଡସୁଗୁଡାରୁ 391,କଳାହାଣ୍ଡିରୁ 274, କେନ୍ଦ୍ରାପଡାରୁ 139, କେନ୍ଦୁଝରରୁ 220, କୋରାପୁଟରୁ289, ମାଲକାନଗିରିରୁ 145, ମୟୁରଭଞ୍ଜରୁ ନୟାଗଡରୁ 261, ନୂଆପଡାରୁ 220, ପୁରୀରୁ 390, ରାୟଗଡାରୁ 245, ସୋନପୁରରୁ 255, କନ୍ଧମାଳରୁ 84, ଗଜପତିରୁ 77,ଏବଂ ଷ୍ଟେଟପୁଲରୁ 267 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 6 ଲକ୍ଷ 12 ହଜାର 224ରେ ପହଞ୍ଚିଛି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.