ETV Bharat / city

ଘନ କୁହୁଡି ଯୋଗୁଁ ବିଳମ୍ବରେ ଗଡିବ ରାଜଧାନୀ ଏକ୍ସପ୍ରେସ - ଘନ କୁହୁଡି କାରଣରୁ ବିଳମ୍ବରେ ଗଡିବ ରାଜଧାନୀ ଏକ୍ସପ୍ରେସ

ବଢୁଛି ଶୀତ । ଫଳରେ ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । 5 ଘଣ୍ଟା ବିଳମ୍ବରେ ଚାଲିବ ରାଜଧାନୀ ଏକ୍ସପ୍ରେସ ।

timing of Rajdhani Express changed due to fogg
ଘନ କୁହୁଡି କାରଣରୁ ବିଳମ୍ବରେ ଗଡିବ ରାଜଧାନୀ ଏକ୍ସପ୍ରେସ
author img

By

Published : Dec 31, 2019, 7:50 PM IST

ଭୁବନେଶ୍ବର: ବଢୁଛି ଶୀତ । ଫଳରେ ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୁଧବାର (1.1.2020)ରେ ଚାଲିବାକୁ ଥିବା ଅନେକ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଏଥିଯୋଗୁଁ ରାଜଧାନୀ ଏକ୍ସପ୍ରେସ ଆସନ୍ତକାଲି 5 ଘଣ୍ଟା ବିଳମ୍ବରେ ଛାଡିବ ।

ଘନ କୁହୁଡି କାରଣରୁ ଦିନ 11ଟା 35ରେ ଭୁବନେଶ୍ବର ଛାଡିବାକୁ ଥିବା ରାଜଧାନୀ ଏକ୍ସପ୍ରେସ ଅପରାହ୍ନ 4ଟା 30ରେ ଛାଡିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:
ଉତ୍ତର ଭାରତରେ ଘନ କୁହୁଡି,୫ ଘଣ୍ଟା ବିଳମ୍ବରେ ଛାଡିବ ରାଜଧାନୀ ଏକ୍ସପ୍ରେସ।

ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଏବଂ ସଂଯୋଗକାରୀ ଟ୍ରେନ ବିଳମ୍ବିତ ଭାବରେ ଯାତ୍ରା କରୁଛି। ଆସନ୍ତା କାଲି ତା' ୦୧.୦୧.୨୦୨୦ ଦିନ ଅନେକ ଟ୍ରେନ ର ସମୟ ସୀମା ପରିବର୍ତ୍ତନ କରାଯାଇଛି। ଏନେଇ ୫ ଘଣ୍ଟା ବିଳମ୍ବରେ ଚାଲିବ ରାଜଧାନୀ ଏକ୍ସପ୍ରେସ।

Body:
ଉତ୍ତର ଭାରତରେ ଘନ୍ କୁହୁଡି ସାଙ୍ଗକୁ ରେଳ ଚଳାଚଳ ରେ ବାଧା ଉପୁଜିଛି। ସେଥିପାଇଁ ପୂର୍ବତଟ ରେଳ ବାଇ ପକ୍ଷରୁ ଅନେକ ଟ୍ରେନ ଗୁଡ଼ିକର ସମୟ ସୀମାରେ ପରିବର୍ତ୍ତନ କରାଯାଇଛି। ଯେପରି ପୂର୍ବାହ୍ନ ୧୧ଘ.୩୫ମି.ରେ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୨୨୮୧୧ ଭୁବନେଶ୍ୱର-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପରିବର୍ତ୍ତିତ ସମୟ ଅପରାହ୍ନ ୪ଘ.୩୦ମି.ରେ ଛାଡିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.