ETV Bharat / city

ରାଜଧାନୀରେ କାଳବୈଶାଖୀ ବର୍ଷା, ଆଶ୍ବସ୍ତି ପାଇଲେ ଜନତା

ଅନେକ ଦିନର ତାତିରୁ ଆଶ୍ବସ୍ତି ପାଇଛନ୍ତି ରାଜଧାନୀବାସୀ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : May 4, 2021, 12:31 PM IST

ରାଜଧାନୀରେ କାଳବୈଶାଖୀ ବର୍ଷା, ଆଶ୍ବସ୍ତି ପାଇଲେ ଜନତା
ରାଜଧାନୀରେ କାଳବୈଶାଖୀ ବର୍ଷା, ଆଶ୍ବସ୍ତି ପାଇଲେ ଜନତା

ଭୁବନେଶ୍ବର: କମିଲା ତାପମାତ୍ରା, ଥଣ୍ଡା ପଡିଲା ପରିବେଶ । ମଙ୍ଗଳବାର ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳୁଛି । ଅନ୍ତତଃ ତାତି ଓ ଗୁଳୁଗୁଳିର ସାମୟିକ ଆଶ୍ବସ୍ଥି ମିଳିଛି। ସୂର୍ଯ୍ୟର ପ୍ରଚଣ୍ଡ ତାପମାତ୍ରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।

ଗତକାଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ଭୁବନେଶ୍ବରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.