ETV Bharat / city

12 ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ - ପାଣିପାଗ ବିଭାଗର ସତର୍କ ସୂଚନା

ରାଜ୍ୟରେ ଲାଗିରହିଛି ବର୍ଷା ବିତ୍ପାତ । ପାଣିପାଗ ବିଭାଗର ଆକଳନ ଅନୁସାରେ ପୂର୍ବାହ୍ନ ସମୟରୁ ମଧ୍ୟାହ୍ନ 2.15 ପର୍ଯ୍ୟନ୍ତ ରାଜ୍ୟର 12 ଟି ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଫାଇଲ ଫଟୋ
author img

By

Published : Sep 26, 2019, 12:27 PM IST

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ପୂର୍ବାହ୍ନ ସମୟରୁ ମଧ୍ୟାହ୍ନ 2.15 ପର୍ଯ୍ୟନ୍ତ ରାଜ୍ୟର 12 ଟି ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲେ ବାଲେଶ୍ବର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡା ଓ ଭଦ୍ରକ ।

ସେହିପରି ରାଜ୍ୟର କୋରାପୁଟ ଓ କଳାହାଣ୍ଡିର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

ରାଜ୍ୟରେ ଲାଗିରହିଛି ବର୍ଷା ବିତ୍ପାତ । ପାଣିପାଗ ବିଭାଗର ଆକଳନ ଅନୁସାରେ ପୂର୍ବାହ୍ନ ସମୟରୁ ମଧ୍ୟାହ୍ନ 2.15 ପର୍ଯ୍ୟନ୍ତ ରାଜ୍ୟର 12 ଟି ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.