ETV Bharat / city

ଦେବଗଡ଼ OTET ପ୍ରଶ୍ନପତ୍ର ବିଭ୍ରାଟ, 3 ଶିକ୍ଷକ ନିଲମ୍ବିତ

author img

By

Published : Apr 11, 2021, 5:37 PM IST

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ତିନି ଜଣ ଶିକ୍ଷକଙ୍କୁ ନିଲମ୍ବନ କଲେ ଦେବଗଡ ଜିଲ୍ଲା ଶିକ୍ଷାଧିକାରୀ । ଅଧିକ ପଢନ୍ତୁ...

ଦେବଗଡ଼ OTET ପ୍ରଶ୍ନପତ୍ର ବିଭ୍ରାଟ, 3 ଶିକ୍ଷକ ନିଲମ୍ବିତ
ଦେବଗଡ଼ OTET ପ୍ରଶ୍ନପତ୍ର ବିଭ୍ରାଟ, 3 ଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲା । ଘଟଣାରେ 3 ଜଣ ଶିକ୍ଷକ ନିଲମ୍ବିତ । ଦେବଗଡ଼ ବାଳିକା ହାଇସ୍କୁଲରୁ ଏହି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା । ଦାୟିତ୍ବରେ ଅବହେଳା ଅଭିଯୋଗରେ ସମ୍ପୃକ୍ତ 3 ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଦେବଗଡ଼ ଜିଲ୍ଲା ଶିକ୍ଷାଧିକାରୀ ।

ସୂଚନା ଅନୁଯାୟୀ, ଶୁକ୍ରବାର ଓଟିଇଟି ପରୀକ୍ଷା ରହିଥିବାବେଳେ ଜଣେ ପରୀକ୍ଷାର୍ଥୀ ମୋବାଇଲ ଲୁଚାଇ ନେଇ ପ୍ରଶ୍ନପତ୍ରର ଫଟୋ ଉଠାଉଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ତାକୁ ଧରିଥିଲେ । ସେପଟେ ପ୍ରଶ୍ନପତ୍ର ଲିକ୍ ହୋଇନଥିବା କହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.