ETV Bharat / city

ରାଜ୍ୟରୁ ଆଜି 13 ଜଣଙ୍କ ଜୀବନ ନେଲା କୋରୋନା

author img

By

Published : Oct 27, 2020, 11:59 AM IST

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ଜାରି ରହିଛି । ଆଜି ପୁଣି 13 ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଆଜି ପୁଣି 13 ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ବର: କୋରୋନା ସଂକ୍ରମଣ ମାମଲାରେ ଡାଉନ ଟ୍ରେଣ୍ଡ ଜାରି ସତ୍ତ୍ବେ ମୃତ୍ୟୁହାରରେ ଲାଗୁନି ଲଗାମ । ଦିନକରେ ପୁଣି ଗଲା 13 ଜଣଙ୍କ । ଆଜି କୋରୋନାରେ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 1272ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଭୁବନେଶ୍ବରର 4 ଜଣ ପୁରୁଷଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥା 52 ବର୍ଷ, 40 ବର୍ଷ, 86 ବର୍ଷ ଓ 75 ବର୍ଷର ହେବ । ଝାରସୁଗୁଡାରେ 70 ଓ 53 ବର୍ଷର 2 ଜଣଙ୍କ ମୃତ୍ୟୁ ହୋଇଛି । ନୂଆପଡାରେ 68, 66 ଓ 60 ବର୍ଷର 3 ଜଣ ପୁରୁଷଙ୍କ ଜୀବନ ନେଇଛି କୋରୋନା । ସେହିପରି ସୁନ୍ଦରଗଡରେ 80 ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ 54 ଓ 75 ବର୍ଷର ପୁରୁଷଙ୍କ ସଂକ୍ରମଣରେ ଜୀବନ ହାରିଛନ୍ତି ।

  • Regret to inform the demise of thirteen covid positive patients while under treatment in hospitals.
    1.A 52-year-old male of Bhubaneswar.
    2.A 40-year-old male of Bhubaneswar who was also suffering from Diabetes Mellitus.

    — H & FW Dept Odisha (@HFWOdisha) October 27, 2020 " class="align-text-top noRightClick twitterSection" data=" ">

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.