ETV Bharat / city

କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 - ଓଡିଶାର ଭେଣ୍ଟିଲେଟର

ରାଜ୍ୟରେ ଏବେ ମୋଟ ୨୦୨୫୫ ସକ୍ରିୟ ମାମଲା ରହିଛି । ଏବେ ବି ଓଡିଶାର 413 ରୋଗୀ ଭେଣ୍ଟିଲେଟରରେ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 ରୋଗୀ

author img

By

Published : Jul 16, 2021, 10:49 PM IST

ଭୁବନେଶ୍ବର: ଦେଶରେ କୋରୋନାର ଦ୍ବିତୀୟ ଲହର ଧିରେ ଧିରେ ଥମୁଥିବାବେଳେ ଏବେ ତୃତୀୟ ଲହରଙ୍କୁ ନେଇ ବଢିବାରେ ଲାଗିଛି ଆଶଙ୍କା । ଏପଟେ ରାଜ୍ୟର କିଛି ସ୍ଥାନରେ ସ୍ଥିତି ଏଯାଏଁ ସୁଧୁରିନି । ରାଜ୍ୟରେ ଏବେ ମୋଟ ୨୦୨୫୫ ସକ୍ରିୟ ମାମଲା ରହିଛି । ଏବେ ବି ଓଡିଶାର 413 ରୋଗୀ ଭେଣ୍ଟିଲେଟରରେ ରହିଥିବା ଜଣାପଡିଛି ।

କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 ରୋଗୀ
କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 ରୋଗୀ

ସେହିପରି ଆଇସିୟୁରେ 35.61 ପ୍ରତିଶତ ଅର୍ଥାତ 1686 ରୋଗୀ ଥିବା ବେଳେ ଭେଣ୍ଟିଲେଟରରେ ରହିଛନ୍ତି 30.48 ପ୍ରତିଶତ ଅର୍ଥାତ 413 ରୋଗୀ । ଯେତେବେଳେ କି ଜେନେରାଲ ବେଡ଼ରେ ରହିଛନ୍ତି 1426 ରୋଗୀ ଅର୍ଥାତ 12.47 ପ୍ରତିଶତ ।

ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ 4884 ରୋଗୀ ରହିଥିବା ବେଳେ ହୋମ ଆଇସୋଲେସନରେ ରହିଛନ୍ତି 15371 ରୋଗୀ ।

ଦେଶରେ କୋରୋନା ସଂକ୍ରମିତ ୫ ରାଜ୍ୟ ମଧ୍ୟରେ ରହିଛି ଓଡିଶା । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ କୋହଳ କରାଯାଇଥିଲେ ମଧ୍ୟ ଏବେ ବି କଟକଣା ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.