ETV Bharat / city

ସଟଡାଉନ ଗୁଜବରେ ଆତଙ୍କିତ ନହେବାକୁ କହିଲେ ଏସଆରସି - ଆତଙ୍କିତ

ରାଜ୍ୟରେ ଆଜି ଖେଳିଯାଇଥିଲା ଗୁଜବ । ଶନିବାର, ରବିବାର ପରେ ସୋମବାର ଓ ମଙ୍ଗଳବାର ମଧ୍ୟ ସଟଡାଉନ ହେବ ଏନେଇ ପ୍ରଚାର ହୋଇଥିଲା ଗୁଜବ । ଯାହାକୁ ବିଶ୍ବାସ ନକରିବାକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା । ଅଧିକ ପଢନ୍ତୁ..

the-src-said-not-to-be-intimidated-by-the-shooting-down-rumors

author img

By

Published : Jun 9, 2020, 9:45 PM IST

ଭୁବନେଶ୍ବର: ଚାଲିଛି ଗୁଜବ। ବଢିବ ସଟଡାଉନ। ଶନିବାର, ରବିବାର ସହିତ ସୋମବାର ଓ ମଙ୍ଗଳବାର ମଧ୍ୟ ସଟଡାଉନ ହେବ। ସବୁଆଡେ ଏଭଳି ଗୁଜବ ପବନ ଭଳି ମାଡି ଚାଲିଛି। ଯାହାକୁ ନେଇ ଲୋକେ ଏବେ ଦ୍ବନ୍ଦରେ। ସ୍ଥିତି ଏପରି ହୋଇଛି ଯେ ଲୋକେ ବି ତରବରିଆ ଭାବରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି। ସଉଦା ବୋହି ନେଉଛନ୍ତି।

the-src-said-not-to-be-intimidated-by-the-shooting-down-rumors
ସଟଡାଉନ ଗୁଜବରେ ଆତଙ୍କିତ ନହେବାକୁ କହିଲେ ଏସଆରସି

ତେବେ ସେଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଆତଙ୍କିତ ହୋଇ କିଣାକିଣି ନକରିବାକୁ କୁହାଯାଇଛି।
ଆଜି ସନ୍ଧ୍ୟାରେ ଏଭଳି କିଛି ଖବର ଚାରିଆଡେ ବ୍ୟାପିଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.