ETV Bharat / city

ରାଜ୍ୟରେ 2 ଲକ୍ଷ ଛୁଇଁଲା କୋରୋନା ଆରୋଗ୍ୟଙ୍କ ସଂଖ୍ୟା - covid patients recovered in the state

ଆଜି(ରବିବାର) ରାଜ୍ୟରେ କୋରୋନାରୁ 4,108 ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 2 ଲକ୍ଷ ଛୁଇଁଥିବା ଜଣାପଡିଛି ।

covid-patients-recovered
2 ଲକ୍ଷ ଛୁଇଁଲା କୋରୋନା ଆରୋଗ୍ୟଙ୍କ ସଂଖ୍ୟା
author img

By

Published : Oct 4, 2020, 9:07 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ସେହି କ୍ରମରେ ସୁସ୍ଥ ସଂଖ୍ୟା ମଧ୍ୟ ବଢୁଥିବା ଦେଖାଯାଇଛି । ଆଜି(ରବିବାର) ରାଜ୍ୟରେ କୋରୋନାରୁ 4,108 ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 2 ଲକ୍ଷ ଛୁଇଁଥିବା ଜଣାପଡିଛି ।ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2ଲକ୍ଷ23 ହଜାର 2ରେ ପହଞ୍ଚିଛି ।

ରବିବାର 30 ଟି ଜିଲ୍ଲରୁ 4,108 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ସର୍ବାଧିକ 721 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 492 ସୁସ୍ଥ ହୋଇଛନ୍ତି ।

ଅନୁଗୁଳରେ 186, ଯାଜପୁରରେ 212, ଝାରସୁଗୁଡ଼ାରେ 154, ଜଗତସିଂହପୁରରେ 143, ମୟୁରଭଞ୍ଜରେ 139, ସମ୍ବଲପୁରରେ 128, ନୂଆପଡାରେ 118, କଳାହାଣ୍ଡିରେ 117, କେନ୍ଦୁଝରରେ 117, ବାଲେଶ୍ବରରେ 116, ସୁନ୍ଦରଗଡରେ 116, ବରଗଡରେ 114, କେନ୍ଦ୍ରାପଡାରେ 107, ନବରଙ୍ଗପୁର ରେ 89, ବଲାଙ୍ଗୀରରୁ 80 ରହିଛନ୍ତି ।

ସେହିଭଳି ଢେଙ୍କାନାଳରେ 75, କୋରାପୁଟରେ 73, ସୋନପୁରରେ 73, କନ୍ଧମାଳରେ 71, ଗଞ୍ଜାମରୁ 67, ରାୟଗଡାରେ 64, ପୁରୀରେ 55, ନୟାଗଡରେ 50, ବୌଦ୍ଧରେ 44, ଗଜପତିରେ 40, ମାଲକାନଗିରିରୁ 34, ଭଦ୍ରକରେ 16, ଦେଓଗଡରେ 8 ଓ ଷ୍ଟେଟ ପୋଲରେ 289 ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.