ETV Bharat / city

କେଦାରଗୌରୀରେ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ - ଭୁବନେଶ୍ବର କେଦାରଗୌରୀ ମନ୍ଦିର

କେଦାରଗୌରୀ ମନ୍ଦିରରେ ସମାପ୍ତ ହେଲା ଦେବ ଦମ୍ପତ୍ତିଙ୍କ ବିବାହ ।କୋରୋନା ମହାମାରୀ କଟକଣାକୁ ନେଇ ଚଳିତ ବର୍ଷ ସୀମିତ ସେବାୟତଙ୍କୁ ନେଇ ହୋଇଥିଲା ଯାତ୍ରା । ଅଧିକ ପଢନ୍ତୁ...

Lingaraj completed in Bhubaneswar
କେଦାରଗୌରୀରେ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ
author img

By

Published : May 28, 2020, 10:06 PM IST

ଭୁବନେଶ୍ବର: କେଦାରଗୌରୀ ମନ୍ଦିରରେ ସମ୍ପନ୍ନ ହେଲା ଦେବ ଦମ୍ପତ୍ତିଙ୍କ ବିବାହ । ମନ୍ଦିରରେ ବିବାହ ସାରି ବାହୁଡିଲେ ପ୍ରଭୁ ଲିଙ୍ଗରାଜ । ବିବାହ ପୂର୍ବରୁ 20 ସେବାୟତ ଓ ପାଳିଆଙ୍କ କୋରୋନା ପରୀକ୍ଷା ହୋଇଥିଲା । ପରେ ସେହି ସେବାୟତ ଓ ପାଳିଆ ମହାପ୍ରଭୁଙ୍କୁ ବିମାନରେ ନେଇ କେଦାରଗୌରୀ ଅଭିମୁଖେ ବାହାରି ଥିଲେ ।

କେଦାରଗୌରୀରେ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ

ରାତି 12ଟାରେ କେଦାରଗୌରୀ ମନ୍ଦିରରେ ହେଲା ଦେବ ଦମ୍ପତ୍ତିଙ୍କ ବିବାହ । ପାଖାପାଖି 4 ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା ବିବାହ । କୋରୋନା ମହାମାରୀ କଟକଣାକୁ ନେଇ ଚଳିତ ବର୍ଷ ସୀମିତ ସେବାୟତଙ୍କୁ ନେଇ ହୋଇଥିଲା ଯାତ୍ରା । ଶୀତଳଷଷ୍ଠୀ ଯାତ୍ରା ନେଇ ଚଳିତ ବର୍ଷ ସୀମିତ ସେବାୟତଙ୍କୁ ନେଇ ହେବ ବୋଲି ବିଏମସି ପକ୍ଷରୁ ଅନୁମତି ମିଳିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.