ETV Bharat / city

ନଭେମ୍ବରରେ କୋରୋନାରେ ହୋଇଛି ସର୍ବାଧିକ ମୃତ୍ୟୁ

author img

By

Published : Nov 30, 2020, 7:56 PM IST

ରାଜ୍ୟରେ ନଭେମ୍ବର ମାସରେ କୋରୋନାରେ ହୋଇଛି ସର୍ବାଧିକ ମୃତ୍ୟୁ । ଶୀତ ଲହରୀ ଜାରି ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା । ଅଧିକ ପଢନ୍ତୁ....

The highest number of deaths occurred in Corona in November
ନଭେମ୍ବର ମାସରେ କୋରୋନାରେ ହୋଇଛି ସର୍ବାଧିକ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ନଭେମ୍ବର ମାସରେ କୋରୋନାରେ ମୃତ୍ୟୁ ସର୍ବାଧିକ ହୋଇଛି। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ତେବେ ସରକାରୀ ତଥ୍ୟ ଅନୁଯାୟୀ ଗତ ମାସ ଅପେକ୍ଷା ନଭେମ୍ବର ମାସରେ ସର୍ବାଧିକ କୋରୋନା ମୃତ୍ୟୁ ଘଟିଛି। ଭୁବନେଶ୍ବର ଓ ସୁନ୍ଦରଗଡରେ ନଭେମ୍ବର ମାସରେ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। ଭୁବନେଶ୍ବରରେ 50 ଜଣ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡରେ 81 ଜଣଙ୍କ ଜୀବନ ଯାଇଛି । ନଭେମ୍ବର 4 ତାରିଖରୁ ଆରମ୍ଭ କରି ନଭେମ୍ବର 28 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚିହ୍ନଟ ହୋଇଥିଲା। ସରକାରୀ ତଥ୍ୟ ଅନୁଯାୟୀ.....

1 ତାରିଖରେ 11 ଜଣରୁ ଭୁବନେଶ୍ୱର ରେ 1 ସୁନ୍ଦରଗଡ ରେ 3।
2 ତାରିଖରେ 9 ଜଣରୁ, ସୁନ୍ଦରଗଡ ରେ 3, ଭୁବନେଶ୍ୱରରେ 1।
3 ତାରିଖରେ 12 ଜଣ, ସୁନ୍ଦରଗଡ ରେ 1 ଓ ଭୁବନେଶ୍ୱରରେ 2।
4 ତାରିଖରେ 12 ଜଣ, ଭୁବନେଶ୍ୱରରେ ରେ 2।
5 ତାରିଖରେ 14 ଜଣ , ଭୁବନେଶ୍ୱରରେ ରେ 3 ଜଣ, ସୁନ୍ଦରଗଡ ରେ 2 ଜଣ।
6 ତାରିଖରେ 14ଜଣ , ଭୁବନେଶ୍ୱର ରେ 2 ଜଣ ।
7 ତାରିଖରେ 17 ଜଣ, ଭୁବନେଶ୍ୱର ରେ 2 ଜଣ ।

8 ତାରିଖରେ 15 ଜଣ ଭୁବନେଶ୍ୱରରେ 2, ସୁନ୍ଦରଗଡରେ 1।
9 ତାରିଖରେ 16 ଜଣ , ଭୁବନେଶ୍ୱରରେ 2,
10 ତାରିଖରେ 13 ଜଣ, ଭୁବନେଶ୍ୱର ରେ 1, ସୁନ୍ଦରଗଡରେ 2 ।
11 ତାରିଖରେ 15 ଜଣ, ଭୁବନେଶ୍ୱରରେ 1,
12 ତାରିଖରେ 14 ଜଣ, ଭୁବନେଶ୍ୱରରେ ରେ 2, 2 ଜଣ ସୁନ୍ଦରଗଡ।
13 ତାରିଖରେ 12 ଜଣ, ଭୁବନେଶ୍ୱର ରେ 2 ଜଣ, ସୁନ୍ଦରଗଡ଼ରେ 3 ଜଣ।
14 ତାରିଖରେ 15 ଜଣ, ଭୁବନେଶ୍ୱର ରେ 3 ଜଣ, ସୁନ୍ଦରଗଡରେ 5।
15 ତାରିଖରେ 17 ଜଣ, ଭୁବନେଶ୍ୱର ରେ 4, ସୁନ୍ଦରଗଡରେ 4।
16 ତାରିଖରେ 16 ଜଣ, ଭୁବନେଶ୍ୱରରେ 1, ସୁନ୍ଦରଗଡରେ 5 ।
17 ତାରିଖରେ 17 ଜଣ, ସୁନ୍ଦରଗଡ ରେ 4।
18 ତାରିଖରେ 15 ଜଣ, ସୁନ୍ଦରଗଡ ରେ 3 ।

19 ତାରିଖରେ 17 ଜଣ , ଭୁବନେଶ୍ୱର ରେ 2 ଜଣ , ସୁନ୍ଦରଗଡ ରେ 4।
20 ତାରିଖରେ 16 ଜଣ, ସୁନ୍ଦରଗଡ ରେ 4 ଜଣ,
21 ତାରିଖରେ 17 ଜଣ, ସୁନ୍ଦରଗଡ ରେ 5 ଜଣ।
22 ତାରିଖରେ 15 ଜଣ , ଭୁବନେଶ୍ୱର ରେ 2 ସୁନ୍ଦରଗଡ ରେ 4।
23 ତାରିଖରେ 17 ଜଣ, ଭୁବନେଶ୍ୱର ରେ 4 ଜଣ, ସୁନ୍ଦରଗଡ ରେ 4 ଜଣ।
24 ତାରିଖରେ 14 ଜଣ, ଭୁବନେଶ୍ୱର ରେ 1 ସୁନ୍ଦରଗଡ ରେ 5 ଜଣ।
25 ତାରିଖରେ 16 ଜଣ, ସୁନ୍ଦରଗଡ ରେ 4, ଭୁବନେଶ୍ୱର ରେ 1।
26 ତାରିଖରେ 17 ଜଣ, ଭୁବନେଶ୍ୱର ରେ 3 ଜଣ, ସୁନ୍ଦରଗଡ ରେ 5 ଜଣ।
27 ତାରିଖରେ 14 ଜଣ, ଭୁବନେଶ୍ୱର ରେ 2 ଜଣ ସୁନ୍ଦରଗଡ ରେ 4 ଜଣ।
28 ତାରିଖରେ 12 ଜଣ , ଭୁବନେଶ୍ୱରରେ 3 ଜଣ ସୁନ୍ଦରଗଡ ରେ 4 ଜଣ।

ରାଜ୍ୟରେ ମୋଟ ଏହି ମାସରେ 409 ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଜିଲ୍ଲା ଅନୁସାରେ ତଥ୍ୟ ଦେଖିଲେ ରାଜ୍ୟରେ ମୋଟ ଆକାରରେ 1739 ଜଣ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରେ 296 ଜଣଙ୍କର ଜୀବନ ଯାଇଛି । ସୁନ୍ଦରଗଡରେ 149, ଗଞ୍ଜାମରେ 240, କଟକରେ 134 ଓ ପୁରୀରେ 101 ଜଣ ମୃତ୍ୟୁ ଘଟିଛି। ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.