ETV Bharat / city

ମେ 31 ପର୍ଯ୍ୟନ୍ତ ମହିଳା କମିଶନରର ଶୁଣାଣି ସ୍ଥଗିତ - ମହିଳା କମିଶନରର ଶୁଣାଣି ସ୍ଥଗିତ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହିଳା କମିଶନ ଆୟୋଗ ମେ 31 ପର୍ଯ୍ୟନ୍ତ ସାଧାରଣ ପ୍ରବେଶ ସହ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ଅଧିକ ପଢନ୍ତୁ...

ମେ 31 ପର୍ଯ୍ୟନ୍ତ ମହିଳା କମିଶନରର ଶୁଣାଣି ସ୍ଥଗିତ

author img

By

Published : May 20, 2021, 4:16 PM IST

ଭୁବନେଶ୍ବର: ମେ 31 ପର୍ଯ୍ୟନ୍ତ ମହିଳା କମିଶନରଙ୍କ ନିକଟରେ ଶୁଣାଣି ସ୍ଥଗିତ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହିଳା କମିଶନ ଆୟୋଗ ମେ 31 ପର୍ଯ୍ୟନ୍ତ ସାଧାରଣ ପ୍ରବେଶ ସହ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି ।

ପ୍ରତିଦିନ ଅନେକ ଜିଲ୍ଲାରୁ ଶହ ଶହ ମାମଲା ମହିଳା କମିଶନ ଆୟୋଗଙ୍କ ନିକଟକୁ ଆସୁଛି। ହେଲେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ମେ 31 ପର୍ଯ୍ୟନ୍ତ ମହିଳା କମିଶନ ସାଧାରଣ ଭାବରେ ପ୍ରବେଶ ନିଷେଧ କରିବା ସହ ମାମଲାର ଶୁଣାଣିକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.