ETV Bharat / city

ଏକ ଘଣ୍ଟା କୋହଳ ହେଲା ସଟ୍‌ଡାଉନ

ଆଜି ରାତି ୯ ରୁ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ଯୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍‌ଡାଉନ୍ ହେବ । ଅଧିକ ପଢନ୍ତୁ...

ଘଣ୍ଟାଏ କୋହଳ ହେଲା ସଟ୍‌ଡାଉନ୍
ଘଣ୍ଟାଏ କୋହଳ ହେଲା ସଟ୍‌ଡାଉନ୍
author img

By

Published : Apr 23, 2021, 4:00 PM IST

ଭୁବନେଶ୍ବର: ଆଜି ରାତି ୯ ରୁ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ଯୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍‌ଡାଉନ୍ ହେବ । ଅର୍ଥାତ ଆଜି ରାତି ୯ ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟ ସଟ୍‌ଡାଉନ ରହିବ । ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ଦୋକାନ ବଜାର, ଗାଡି ମୋଟର ସବୁ ବନ୍ଦ ।

ଘଣ୍ଟାଏ କୋହଳ ହେଲା ସଟ୍‌ଡାଉନ୍

ଏହା ବାଦ ଶନିବାର ଓ ରବିବାର ସକାଳ 5 ଟା ରୁ 6 ଟା ଗୋଟିଏ ଘଣ୍ଟା ପାଇଁ କୋହଳ କରିଛନ୍ତି । ଯେଉଁମାନେ ଜଗିଙ୍ଗ, ମର୍ଣ୍ଣିୱାର୍କ ବା ସାଇକେଲିଂ କରୁଛନ୍ତି ସେମାନଙ୍କ ପାଇଁ ଫ୍ରି କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । କରୋନା କଟକଣା ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ବିବୃତି । ଶନିବାର ସକାଳ ଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସଟଡାଉନ କରାଯାଇଛି । ତେବେ ସଟଡାଉନ ସମୟରେ ୧ ଘଣ୍ଟା ପାଇଁ କଟକଣାରେ କୋହଳ ନେଇ ନିଆଯାଇଛି ନିଷ୍ପତ୍ତି । ଶନିବାର ଓ ରବିବାର ସକାଳେ ୧ ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ ।

ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂୱାର୍କ ପାଇଁ କଟକଣା କୋହଳ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଶୁକ୍ରବାର ସନ୍ଧ୍ୟାରୁ ନାଇଟ୍ କର୍ଫ୍ୟୁ ଶନିବାର ସକାଳ ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ସଟଡାଉନ ସମୟରେ କ୍ଷୀର, ପେଟ୍ରୋଲ ପମ୍ପ, ଡାକ୍ତରକଖାନା ଓ ମେଡିସିନ୍ ଦୋକାନ ଆଦି ଖୋଲା ରହିବ । ଏହାଛଡା ଅନ୍ୟ ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସେପଟେ କୋଲକାତା ଫେରନ୍ତାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ବିଏମସି । ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.