ETV Bharat / city

ଜିଲ୍ଲା ପରିଷଦ ଉପନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପିର ବିରୋଧ

author img

By

Published : Mar 3, 2020, 5:47 PM IST

କଟକ ଓ ବଲାଙ୍ଗୀର ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ପରିଷଦ ଉପନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ...

ଜିଲ୍ଲା ପରିଷଦ ଉପନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପିର ବିରୋଧ
ଜିଲ୍ଲା ପରିଷଦ ଉପନିର୍ବାଚନ ତାରିଖ ଘୁଞ୍ଚାଇବାକୁ ବିଜେପିର ବିରୋଧ

ଭୁବନେଶ୍ବର: ଜିଲ୍ଲା ପରିଷଦ ଉପନିର୍ବାଚନ ଘୁଞ୍ଜାଇବାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଭରତୀୟ ଜନତା ପାର୍ଟି । ନିର୍ବାଚନ କମିଶନ ଶାସକ ଦଳ ପ୍ରରୋଚନାରେ କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।

କଟକ ଓ ବଲାଙ୍ଗୀର ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ପରିଷଦ ଉପନିର୍ବାଚନ ତାରିଖ ଘୁଞ୍ଚାଇ ବାକୁ ନେଇ ବିଜେପିର ବିରୋଧ। ପୂର୍ବରୁ 20 ମାର୍ଚ୍ଚରେ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏହା 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଶାସକ ଦଳ ଇଙ୍ଗିତରେ ଏହି ତାରିଖ ଘୁଞ୍ଚାଯାଇଥିବା ବିଜେପି ଅଭିଯୋଗ କରିଛି। ତେବେ 20 ତାରିଖରେ ନିର୍ବାଚନ କରିବାକୁ କମିଶନଙ୍କ ନିକଟରେ ବିଜେପି ପକ୍ଷରୁ ଦାବି ହୋଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.