ETV Bharat / city

ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା,ଦୁଇ ଛାତ୍ରଗୋଷ୍ଠୀ ମୁହାମୁହିଁ - ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା

ବାଣୀବିହାର କ୍ୟାମ୍ପସରେ ଛାତ୍ରଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । କ୍ୟାଣ୍ଟିନରେ ସିଙ୍ଗଡା ଖାଉଥିବା ବେଳେ ହଠାତ ବାଜିଲା ଚାପୁଡା । ଅଧିକ ପଢନ୍ତୁ...

Tension at Vanibihar campus
ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା
author img

By

Published : Jan 18, 2021, 9:44 PM IST

Updated : Jan 18, 2021, 10:06 PM IST

ଭୁବନେଶ୍ବର: ବାଣିବିହାର କ୍ୟାମ୍ପସରେ ହଙ୍ଗାମା। ଦାଦାବଟିକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ। କ୍ୟାଣ୍ଟିନ ଭିତରେ ବ୍ୟାପକ ଭଙ୍ଗାରୁଜା। ଦୁଇଗୋଷ୍ଠୀ ମୁହାଁମୁହିଁ ଯୋଗୁଁ ହଷ୍ଟେଲ ସାମ୍ନାରେ ଧାରଣା। ଗୋଟିଏ ଗୋଷ୍ଠୀ ଛାତ୍ର ଅନ୍ୟ ଗୋଷ୍ଠିର ଛାତ୍ର ମଧ୍ୟରେ ମାରପିଟ ଯୋଗୁଁ ଜଣେ ଛାତ୍ର ଆହତ ହୋଇଛନ୍ତି ।ଏନେଇ ସହିଦ ନଗର ଥାନାରେ ପହଞ୍ଚିଛନ୍ତି ଦୁଇ ଛାତ୍ରଗୋଷ୍ଠୀ।

ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା,ଦୁଇ ଛାତ୍ରଗୋଷ୍ଠୀ ମୁହାମୁହିଁ

ସୂଚନାଅନୁଯାୟୀ ସନ୍ଧ୍ୟା ସମୟରେ ଗୋଟିଏ ଗୋଷ୍ଠୀ ଛାତ୍ର ବସି ଜଳଖିଆ ଖାଉଥିବା ସମୟର ଆଉ ଗୋଟିଏ ଗୋଷ୍ଠୀର ଛାତ୍ର ପହଞ୍ଚି ପ୍ରଥମେ କ୍ୟାଣ୍ଟିନ କର୍ମଚାରୀ ସହ ଝଗଡା କରିଥିଲେ । ଏନେଇ ଜଣେ ଏହାକୁ ସମାଧାନ କରିବାକୁ ଆସିବାରୁ ଅନ୍ୟ ଗୋଷ୍ଠୀର ଛାତ୍ର ଜଳଖିଆ ଖାଉଥିବା ଗୋଷ୍ଠୀର ଛାତ୍ରଙ୍କ ମାଡ ମାରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗୋଣ୍ଡଗୋଳ ପରିସ୍ଥିତ ସୃଷ୍ଟି ହୋଇଛି । ଏହା ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଛନ୍ତି । ଏନେଇ ଗୋଟିଏ ଗୋଷ୍ଠୀ ଛାତ୍ର ହଷ୍ଟେଲ ସାମ୍ନାରେ ଧାରଣାରେ ବସିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 18, 2021, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.