ETV Bharat / city

ରାତି ପାହିଲେ ମହାଶିବରାତ୍ରି, ଜାଣନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି

author img

By

Published : Mar 10, 2021, 9:13 PM IST

ରାତି ପାହିଲେ ଶିବରାତ୍ରି । ଏନେଇ ମହାପ୍ରଭୂ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତିର ତାଲିକା ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

ମହାଶିବରାତ୍ରୀ
ମହାଶିବରାତ୍ରୀ

ଭୁବନେଶ୍ବର: ରାତି ପାହିଲେ ଶିବରାତ୍ରି । ଏନେଇ ମହାପ୍ରଭୂ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତିର ତାଲିକା ପ୍ରକାଶ କରାଯାଇଛି । ରାତି 10ଟାରେ ମହାଦୀପ ଉଠିବା ନେଇ ମନ୍ଦିର ପକ୍ଷରୁ କୁହାଯାଇଛି । ଏହାସହ କୋଭିଡ ନିୟମ ପାଳନ କରି ସମସ୍ତ ନୀତି ସମ୍ପନ୍ନ ହେବ ।

ଅନ୍ୟପକ୍ଷେ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ଦୀପ ଜାଳିବାକୁ ଅନୁମତି ପ୍ରଦାନ କରାଯାଇଛି । ମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ସେବାୟତ ଓ ଦେବୋତ୍ତର କମିଶନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନଜର ପକାନ୍ତୁ ନିମ୍ନରେ ପ୍ରଭୂ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି...

  • ମଙ୍ଗଳ ଆଳତୀ ଓ ଅବକାଶ ନୀତି- ପ୍ରାତଃ 3.00ଟାରୁ 5.00ଟା
  • ସାହାଣମେଲା ଦର୍ଶନ- ଭୋର୍ 3.30ରୁ ଦିବା 11ଟା
  • ରୋଷ ହୋମ- ସକାଳ 6.30 ମିନିଟ୍
  • ଛାମୁ ପରିଷ୍କାର- ସକାଳ 11ଟାରୁ ଦିବା 12ଟା
  • ମହାସ୍ନାନ ଓ ବେଶ- ସକାଳ 12ଟାରୁ ଦିବା 12.45ଟା
  • ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା ଓ
  • ଶ୍ରୀଜୀଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ
  • ଶ୍ରୀଜୀଉଙ୍କ ସକାଳ ଧୂପ - ଅପରାହ୍ନ 12.45ରୁ ଦିବା 2.30ଟା
  • ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ- ଅପରାହ୍ନ 2.30ମିନିଟରୁ 2.45 ମିନିଟ
  • ଭୋଗ ମଣ୍ଡପ- ଅପରାହ୍ନ 2.45ମିନିଟରୁ 3.45ମିନିଟ
  • ସାହାଣମେଳା ଦର୍ଶନ- ଅପରାହ୍ନ 3.45 ମିନିଟରୁ ଦିବା 4.45 ମିନିଟ
  • ଛାମୁ ପରିଷ୍କାର- ଅପରାହ୍ନ 4.5 ମିନିଟରୁ ସନ୍ଧ୍ୟା 5.15 ମିନିଟ
  • ଶ୍ରୀଜୀଉଙ୍କ ବେଶ- ଅପରାହ୍ନ 5.15ମିନିଟରୁ ସନ୍ଧ୍ୟା 5.45ମିନିଟ୍
  • ବୀର କିଶୋର ବଲ୍ଲଭ, ଦ୍ବିପହର ଧୂପ ଓ
  • ଭୁବନେଶ୍ବରୀଙ୍କ ଦ୍ବିପ୍ରହର ଧୂପ- ସନ୍ଧ୍ୟା 5.45ମିନିଟରୁ ସନ୍ଧ୍ୟା 7ଟା
  • ଶ୍ରୀଜୀଉଙ୍କ ପହୂଡ- ସନ୍ଧ୍ୟା 7ଟାରୁ ସନ୍ଧ୍ୟା 7.10ମିନିଟ୍
  • ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତୀ ଓ
  • ଟେରାଫିଟା- ସନ୍ଧ୍ୟା 7ଟା 10ମିନିଟରୁ ସନ୍ଧ୍ୟା 7.30ମିନିଟ୍
  • ଶ୍ରୀଜୀଉଙ୍କ ମାଜଣା ଓ ବେଶ- ରାତ୍ର 7.30 ମିନିଟରୁ 8.10 ମିନିଟ୍
  • ଶ୍ରୀଜୀଉଙ୍କ ଯାତ୍ରା ପୂଜା ଓ ବେଢା- ରାତ୍ର 8.10 ମିନିଟରୁ 8.55 ମିନିଟ୍
  • ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ,
  • ଜଳ ଆନୟନ- ରାତ୍ର 8.55ମିନିଟରୁ 10 ଘଟିକା
  • ମହାଦୀପ ଦର୍ଶନ- ରାତ୍ର 10 ଘଟିକା
  • ସାହାଣମେଲା ଦର୍ଶନ- ରାତ୍ର 10 ଘଟିକାରୁ 11 ଘଟିକା
  • ଭୁବନେଶ୍ବରୀଙ୍କ ସନ୍ଧ୍ୟାଧୂପ ଓ ପୂଜା
  • ଶ୍ରୀଜୀଉଙ୍କ ଛାମୁ ପରିଷ୍କାର- ରାତ୍ର 11ଘଟିକାରୁ ରାତ୍ର 11ଟା 30 ଘଟିକା
  • ଚାରିପ୍ରହର ପୂଜା- ରାତ୍ର 11.30ମିନିଟରୁ ରାତ୍ର 3.30 ଘଟିକା
  • ହରିହର ଭେଟ- ଭୋର 3.30ମିନିଟରୁ 4.30 ମିନିଟ
  • ବଡସିଂହାର ଓ ପହୁଡ- ଭୋର 4ଟା 30 ମିନିଟରୁ 5.15 ମିନିଟ

ଭୁବନେଶ୍ବରରୁ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.