ETV Bharat / city

ଖସୁଛି ପାରଦ, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବଢିବ ଶୀତ

author img

By

Published : Dec 19, 2020, 9:48 PM IST

ଓଡିଶା ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଭୁବନେଶ୍ବର ଓ କଟକରେ ହାଲୁକା କୁହୁଡିଆ ପାଗ ରହିବା ସହ ଆକାଶ ନିର୍ମଳ ରହିବ, ଏଥିସହ ତାପମାତ୍ର 1ରୁ 2 ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଅଛି । ଅଧିକ ପଢନ୍ତୁ..

ଖସିବ ପାରଦ, ଅଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବଢିବ ଶୀତ

ଭୁବନେଶ୍ବର: ବଢିବ ଶୀତର ପ୍ରକୋପ । ଆଗାମୀ 5 ଦିନ ଶୁଖିଲା ରହିବ ପାଗ । ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହେଉଛି । ଫଳରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ ରବିବାର ସକାଳ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ତାପମାତ୍ରା 1 ରୁ 2 ଡିଗ୍ରୀ ତଳକୁ ଖସିବ । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ମଧ୍ୟ ୨ ରୁ ୩ ଡିଗ୍ରୀ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି।

ଅଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବଢିବ ଶୀତ

ପାଗ ଶୁଖିଲା ରହିବା ସହ ପ୍ରବଳ ଶୀତ ହେବ। ଭୁବନେଶ୍ବର ଓ କଟକ ରେ ସ୍ବଳ୍ପ କୁହୁଡି ଦେଖାଦେବ । ଗତ ୨୪ ଘଣ୍ଟା ଭିତରେ ୧୩ ଡ଼ିଗ୍ରୀ ତଳେ ୧୦ ସହରରେ ପାରଦ। ୮.୨ ଡିଗ୍ରୀ ସହ ଝାରସୁଗୁଡା ଓଡ଼ିଶାର ଥଣ୍ଡା ସହର ରହିଛି ।

ଫୁଲବାଣୀରେ ୯.୫, ଅନୁଗୁଳରେ ୧୦, ଦାରିଙ୍ଗବାଡିରେ ୧୦, ବାରିପଦା ୧୦.୫, କୋରାପୁଟରେ ୧୧, କେନ୍ଦୁଝରରେ ୧୧.୭, ସୁନ୍ଦରଗଡ ୧୨ ,ବଲାଙ୍ଗୀରରେ ୧୨.୪ , ଏବଂ ବୌଦ୍ଧ ୧୨.୫ଡ଼ିଗ୍ରୀ, କଟକରେ ୧୩.୮ଡ଼ିଗ୍ରୀ ଏବଂ ଭୁବନେଶ୍ୱର ଠାରେ ୧୬.୫ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.