ETV Bharat / city

ରଥଯାତ୍ରା ନେଇ ମୋଦି-ନବୀନ ଆଲୋଚନା

author img

By

Published : Apr 24, 2020, 11:00 AM IST

ଶ୍ରୀକ୍ଷେତ୍ର ଘୋଷଯାତ୍ରା ଉପରେ ପ୍ରଭାବ ପକାଇବ କି କୋରୋନା ! ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ଅଧିକ ପଢନ୍ତୁ...

ରଥଯାତ୍ରା ନେଇ ମୋଦି-ନବୀନ ଆଲୋଚନା
ରଥଯାତ୍ରା ନେଇ ମୋଦି-ନବୀନ ଆଲୋଚନା

ଭୁବନେଶ୍ବର: ଶ୍ରୀକ୍ଷେତ୍ର ଘୋଷ ଯାତ୍ରାକୁ କୋରୋନା ଡର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟେଲିଫୋନ ଯୋଗେ କୋରୋନା ମୁକାବିଲା ଓ ସ୍ଥିତି ଓ ରଥଯାତ୍ରା ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ।

ସେପଟେ, ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି । ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ରଥଯାତ୍ରା ସଂକ୍ରାନ୍ତରେ ଆଜି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ । ତେବେ ଗତକାଲି ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ଭେଟିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.