ETV Bharat / city

ରାଜ୍ଯସ୍ତରୀୟ ପରେଡରେ ତେଲେଙ୍ଗାନା ପୋଲିସ - ଡିଏସପି ପୁରୁଷୋତ୍ତମ ରେଡ୍ଡୀ

ରାଜ୍ଯସ୍ତରୀୟ ସ୍ବାଧିନତା ଦିବସରେ ତେଲେଙ୍ଗାନା ପୋଲିସର ୪୯ ଜଣିଆ ଟିମ ପରେଡରେ ଭାଗ ନେଇଛନ୍ତି । ଡିଏସପି ପୁରୁଷୋତ୍ତମ ରେଡ୍ଡୀଙ୍କ ନେତୃତ୍ବରେ ଓଡିଶା ଆସିଛି ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 3:31 PM IST

ଭୁବନେଶ୍ବର: ରାଜ୍ଯସ୍ତରୀୟ ସ୍ବାଧିନତା ଦିବସରେ ଅତିଥି ଭାବେ ଭାଗ ନେଲା ତେଲେଙ୍ଗାନା । ତେଲେଙ୍ଗାନା ପୋଲିସର ୪୯ ଜଣିଆ ଟିମ ପରେଡରେ ଭାଗ ନେଇଛନ୍ତି। ଜଣେ ଡିଏସପିଙ୍କ ନେତୃତ୍ବରେ ଓଡିଶା ଆସିଥିଲେ ଏହି ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜଣେ ଇନ୍ସପେକ୍ଟରଙ୍କ ପରେଡ କମାଣ୍ଡର ଭାବେ ଅଂଶ ଗ୍ରହଣ କରି ଟ୍ରୁପର ପରେଡ ପରିଚାଳନା କରିଥିଲେ । ତେବେ ଓଡିଶା ଗସ୍ତରେ ଆସି ବେସ ଖୁସି ଅନୁଭବ କରୁଥିବା ପୋଲିସ ଡିଜି ଓ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଥିଲେ ଡିଏସପି ପୁରୁଷୋତ୍ତମ ରେଡ୍ଡୀ। ତେଲେଙ୍ଗାନା ପୋଲିସର ଏହି ଟିମ ପୁରୀ ଓ କୋଣାର୍କ ବୁଲି ପୁଣି ତେଲେଙ୍ଗାନା ଫେରିଯିବାର କାର୍ଯକ୍ରମ ରହିଛି।

ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ

Intro:ରାଜ୍ଯସ୍ତରିୟ ପରେଡରେ ତେଲେଙ୍ଗାନା ପୋଲିସBody:ରାଜ୍ଯସ୍ତରିୟ ସ୍ବାଧିନତା ଦିବସରେ ଅତିଥି ପୋଲିସ ଭାବେ ଭାଗନେଲେ ତେଲେଙ୍ଗାନା ପୋଲିସ। ତେଲେଙ୍ଗାନା ପୋଲିସର ୪୯ ଜଣିଆ ଟିମ ପରେଡରେ ଭାଗନେଇଥିଲେ। ଜଣେ ଡିଏସପିଙ୍କ ନେତୃତ୍ବରେ ଓଡିଶା ଆସିଥିଲେ। ପରେ ଜଣେ ଇନସ୍ପେକଟରଙ୍କ ପରେଡ କମାଣ୍ଡର ଭାବେ ଅଂଷ ଗ୍ରହଣ କରି ଟ୍ରୁପର ପରେଡ ପରିଚାଳନା କରିଥିଲେ। ତେବେ ଓଡିଶା ଗସ୍ତରେ ଆସି ବେସ ଖୁସି ଅନୁଭବ କରିବା ପୋଲିସ ଡିଜି ଓ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଥିଲେ। ଗସ୍ତ ପରେ ପୁରି ଓ କୋଣାର୍କ ବୁଲି ପୁଣି ତେଲେଙ୍ଗାନା ଫେରିଯିବାର କାର୍ଯକ୍ରମ ରହିଛି।Conclusion:ବାଇଟ-ପୁରୁଷୋତ୍ତମ ରେଡି,ଡିଏସପି ,ତେଲେଙ୍ଗାନା ପୋଲିସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.