ETV Bharat / city

ଚିକିତ୍ସା ପାଇଁ 7 ଟେକ୍ନିକାଲ କମିଟି ଗଠିତ, ଜିଲ୍ଲା କୋଭିଡ କେୟାର ବୁଲି ଦେବେ ପରାମର୍ଶ

author img

By

Published : Aug 19, 2020, 10:03 AM IST

ରାଜ୍ୟରେ କୋଭିଡ ମୃତ୍ୟୁହାର କମାଇବା ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ । 7 ମେଡିକାଲ କଲେଜରେ ଟେକନିକାଲ ଟିମ୍‌ ଗଠିତ । ଅଧିକ ପଢନ୍ତୁ...

7 ମେଡିକାଲ କଲେଜରେ ଟେକନିକାଲ କମିଟି ଗଠିତ, ଜିଲ୍ଲା କୋଭିଡ କେୟାର ବୁଲି ଦେବେ ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ କୋଭିଡ ମୃତ୍ୟୁହାର କମାଇବା ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ । ସବୁ ସରକାରୀ ମେଡିକାଲ କଲେଜର ବରିଷ୍ଠ ଡାକ୍ତରଙ୍କୁ ନେଇ 7ଟି କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭେଷଜ ତାଲିମ ନିର୍ଦ୍ଦେଶକ ।

କମିଟି ଗୁଡିକ ରାଜ୍ୟର ସବୁ ଜିଲ୍ଲାରେ ଥିବା କୋଭିଡ ହେଲଥ ସେଣ୍ଟର ବୁଲିବେ । ଉତ୍ତମ ଚିକିତ୍ସା ନେଇ ସ୍ଥିତି ଅନୁଧ୍ୟାନ କରି ମୃତ୍ୟୁହାର କମାଇବା ଉପରେ ପରାମର୍ଶ ଦେବେ ।

ସେପଟେ ଗତ 24 ଘଣ୍ଟାରେ ଟେଷ୍ଟ ସଂଖ୍ୟା 53,015 ରହିଛି । ଏଥିରୁ 47,834 ଆଣ୍ଟିଜେନ, 5068 ଆରଟିପିସିଆର ରହିଛି । ସେହିପରି ରାଜ୍ୟରେ ଦିନକରେ 2589 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.