ETV Bharat / city

ଭୁବନେଶ୍ବରରେ ଭିଜିଟ ନେପାଳ କ୍ୟାମ୍ପେନ 2020 ଟିମ୍ - bbsr

ଭୁବନେଶ୍ୱରରେ ପହଞ୍ଚିଲା ଭିଜିଟ ନେପାଳ କ୍ୟାମ୍ପେନ 2020 ଟିମ । ସାରା ଦେଶରେ ନେପାଳ ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଅବଗତ କରାଇବା ପାଇଁ ଏହି କ୍ୟାମ୍ପନ୍ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 6, 2019, 3:10 PM IST

ଭୁବନେଶ୍ବର: ଗତ 2015ରେ ହୋଇଥିବା ଭୂମିକମ୍ପ ପରେ ନେପାଳ ପର୍ଯ୍ୟଟନ ବିଭାଗର ଆରମ୍ଭ ହୋଇଛି "ଭିଜିଟ ନେପାଳ କ୍ୟାମ୍ପେନ 2020 " । ନେପାଳରେ ପ୍ରତିଦିନ ପର୍ଯ୍ୟଟନଙ୍କୁ ଦେଖିବାକୁ ମିଳିଥାଏ । ହେଲେ ଏଠାରେ ହୋଇଥିବା ଭୂମିକମ୍ପ ପରେ ଆଉ ଏତେ ପର୍ଯ୍ୟଟକଙ୍କୁ ଆଉ ଦେଖିବାକୁ ମିଳୁ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏବେ ନେପାଳ ସରକାରଙ୍କ ପର୍ଯ୍ୟଟନ ବିଭାଗର ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଯାହାର ନାଁ ଦେଇଛନ୍ତି ଭିଜିଟ ନେପାଳ 2020 । ସାରା ଭାରତ ବର୍ଷ ସମସ୍ତ ରାଜ୍ୟ ତଥା ବିଦେଶରେ ବି ଏହି ଭିଜିଟ ନେପାଳ କ୍ୟାମ୍ପେନ 2020ର ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାର ଯୋଜନା ରହିଛି। ଗତକାଲି ଭୁବନେଶ୍ୱରରେ ଏହି କ୍ୟାମ୍ପେନ୍ ଦଳ ପହଞ୍ଚିଛନ୍ତି । ଏହାଛଡା ନେପାଳରେ ଏମିତି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଲୋକ ଲୋଚନକୁ ଆସିପାରୁନାହିଁ । ସେଭଳି ପର୍ଯ୍ୟଟନସ୍ଥଳୀ ଗୁଡିକୁ ଆଗାମୀ ଭିଜିଟ ନେପାଳ କ୍ୟାମ୍ପେନ 2020ରେ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ନେପାଳ ର ଭୂମିକମ୍ପ ପରେ , ନେପାଲ ପର୍ଯ୍ୟଟନ ବିଭାଗ ର ଆରମ୍ଭ କଲା ନେପାଲ ଭିଜିଟ ନେପାଲ 2020କ୍ୟାମ୍ପପେନ

ନେପାଳ ଗୋଟିଏ ଏମିତି ଜଗା ଯେଉଁ ଯେଉଁଠାରେ ପ୍ରତିଦିନ ପର୍ଯ୍ୟଟନ ମାନକୁ ଦେଖିବା କୁ ମିଳିଥାଏ, ଦେଶ ବିଦେଶ ରୁ ବହୁ ପର୍ଯ୍ୟଟକ ନେପାଳ ସହର ଦେଖିବା ପାଇଁ ଯାଇଥାନ୍ତି। କିନ୍ତୁ ନେପାଳ ରେ ହୋଇ ଥିବା ଭୂମିକମ୍ପ ପରେ ସେଠାରେ ଆଉ ଆଉ ଏତେ ପର୍ଯ୍ୟଟକ ଦେଖିବା କୁ ମିଳୁନଥିଲା। କିନ୍ତୁ ଏବେ ନେପାଳ ସରକାର ଙ୍କ ପର୍ଯ୍ୟଟନ ବିଭାଗ ର ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ଯାହାର ନାଁ ଦେଇଛନ୍ତି ଭିଜିଟ ନେପାଳ 2020। ସାରା ଭାରତ ବର୍ଷ  ସମସ୍ତ ରାଜ୍ୟ ତଥା ବିଦେଶ ରେ ବି ଏହି ଭିଜିଟ ନେପାଳ 2020 କ୍ୟାମ୍ପପେନ ର ତଥ୍ୟ ଲେକ ଙ୍କ ପାଖରେ ପହଞ୍ଚାଇବାର ଯେଜନା ରହିଛି। ଗତକାଲି ଭୁବନେଶ୍ୱର ରେ ଏହି କ୍ୟାମ୍ପପେନ ଦଳ ପହଁଚିଛନ୍ତି। ଏହା ଛାଡ ନେପାଳ ରେ ଏମିତି ଅନେକ ପର୍ଯ୍ୟଟକ ମାନଙ୍କ ପାଇଁ ଦେଖିବା ଜଗା ରହିଛି ,ଯାହା ଲୋକ ଲୋଚନ କୁ ଆସି ପାରୁନାହିଁ ,ସେଭଳି ଜଗା ମାନକୁ ବି ଆଗାମୀ ଭିଜିଟ ନେପାଳ 2020 ରେ ଅନ୍ତରଭୁକ୍ତ କରାଯିବ ବୋଲି କୁହାଯାଇଛି।

ବାଇଟ ରେହିନୀ ପ୍ରସାଦ
ମ୍ୟାନେଜର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.