ETV Bharat / city

ଜୁନରୁ ଟାଟା ପାୱାର ନିୟନ୍ତ୍ରଣରେ ସେସୁ, ସିଇଓ ଅରୁଣ ବୋଥ୍ରାଙ୍କୁ ନୂଆ ଦାୟିତ୍ୱ - ବିଦ୍ୟୁତ ବିତରକ କମ୍ପାନୀ ସେସୁ

ଟାଟା ପାୱାର ହାତକୁ ଗଲା ସେସୁର ପରିଚାଳନା ଭାର । ସେସୁର ସିଇଓ ରହିଥିବା ଅରୁଣ ବୋଥ୍ରା ଏଥିରୁ ବିଦାୟ ନେବା ସହ ତାଙ୍କୁ ମିଳିଛି ନୂଆ ଦାୟିତ୍ବ ମିଳିଛି । ଅଧିକ ପଢନ୍ତୁ..

Tata power to take over CESU from June 1
ଜୁନରୁ ଟାଟା ପାୱାର ନିୟନ୍ତ୍ରଣରେ ସେସୁ
author img

By

Published : May 30, 2020, 11:16 PM IST

ଭୁବନେଶ୍ବର: ରାଜ୍ୟର ବିଦ୍ୟୁତ ବିତରକ କମ୍ପାନୀ ସେସୁକୁ ବିଧିବଦ୍ଧ ଭାବରେ ଟାଟା ପାୱାର ପରିଚାଳନା କରିବ । ଆସନ୍ତା ଜୁନ ପହିଲାରୁ ଏହା ଲାଗୁ ହେବ । ଏ ନେଇ ସବୁ ପ୍ରକ୍ରିୟା ଶେଷ ହୋଇଛି। ଏହାରି ଭିତରେ କମ୍ପାନୀର ନୂଆ ସିଇଓ ଦାୟିତ୍ୱ ନେବେ ।

Tata power to take over CESU from June 1
ଅରୁଣ ବୋଥ୍ରାଙ୍କୁ ନୂଆ ଦାୟିତ୍ୱ

ବର୍ତ୍ତମାନର ସିଇଓ ଆଇପିଏସ ଅରୁଣ ବୋଥ୍ରା ସେସୁରୁ ବିଦାୟ ନେଇଛନ୍ତି । ବୋଥ୍ରାଙ୍କୁ ରାଜ୍ୟ ସଡକ ପରିବହନ ନିଗମର ସିଏମଡି ଦାୟିତ୍ବ ମିଳିଛି । ଏଥିସହିତ ସେ କ୍ରୁଟ ଏମଡି ବି ରହିବେ । ଯେହେତୁ ସେସୁରେ ଟାଟା ପାୱାରର 51 ପ୍ରତିଶତ ଅଂଶଧନ ରହିଛି, ତେଣୁ କମ୍ପାନୀ ତାର ସିଇଓ ନିଯୁକ୍ତ କରିବ ।

Tata power
ଅରୁଣ ବୋଥ୍ରାଙ୍କୁ ନୂଆ ଦାୟିତ୍ୱ

ସେହିପରି ଅର୍ଥ ବିଭାଗର ଜଣେ ଅଧିକାରୀଙ୍କୁ ସରକାର ପୂର୍ବରୁ ନିଯୁକ୍ତି ଦେଇଥିଲେ । କିଶୋର କୁମାର ନାୟକ ସେସୁର ବିତ୍ତୀୟ ଅଧିକାରୀ ଥିଲେ । ତାଙ୍କୁ ବିଭାଗ ଫେରାଇ ନେଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.