ETV Bharat / city

ତମାଣ୍ଡୋ ଯୁବକ ଅପହରଣ ଘଟଣା, ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ତମାଣ୍ଡୋରୁ ଯୁବକଙ୍କୁ ଅପହରଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅପହରଣ ହୋଇଥିବା ଯୁବକ ହେଉଛନ୍ତି ବିବେକାନନ୍ଦ ମହାଲିକ । ଅଧିକ ପଢନ୍ତୁ

author img

By

Published : Mar 10, 2022, 1:12 PM IST

ତାମାଣ୍ଡୋରୁ ଯୁବକଙ୍କ ଅପହରଣ ଘଟଣା, ତିନି ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ବର: ତମାଣ୍ଡୋରୁ ଯୁବକଙ୍କୁ ଅପହରଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ହନୁମାନ ପଇସା ଦେବାକୁ କହି ସାଢେ଼ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଯୁବକକୁ ଅପହରଣ କରାଯାଇଥିଲା । ଅପହରଣ ହୋଇଥିବା ଯୁବକ ହେଉଛନ୍ତି ବିବେକାନନ୍ଦ ମହାଲିକ । ଆଜି ତାଙ୍କୁ ଉଦ୍ଧାର କଲା ତମାଣ୍ଡୋ ଥାନା ପୋଲିସ ।

ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ 25 ଲକ୍ଷ ଟଙ୍କା ଦେବାକୁ କିଛି ଯୁବକ ଫୋନରେ ଧମକ ଦେଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ପରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ବିବେକାନନ୍ଦ ନିଜ ଘର କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ ଅପହରଣ କରାଯାଇଥିଲା । ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.