ETV Bharat / city

ରାଜଧାନୀର 4 ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟ, ଦାମ 2200

author img

By

Published : Jul 3, 2020, 4:22 PM IST

Updated : Jul 3, 2020, 5:04 PM IST

corona test
କୋରୋନା ଟେଷ୍ଟ ଫି 22ଶହ

16:13 July 03

ଘରୋଇ ଲ୍ୟାବରେ କୋରୋନା ଟେଷ୍ଟ ଫି 22ଶହ

corona test
କୋରୋନା ଟେଷ୍ଟ ଫି 22ଶହ

ଭୁବନେଶ୍ବର: ଘରୋଇ ଲ୍ୟାବରେ କୋରୋନା ଟେଷ୍ଟ କଲେ ପଡ଼ିବ ୨୨ଶହ ଟଙ୍କା । କୋରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର । ଜିଏସଟିକୁ ମିଶାଇ ଆରଟି-ପିସିଆର ପାଇଁ ୨୨ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର ।  

ଏହାସହ କୋରୋନା ଟେଷ୍ଟ ପାଇଁ ଭୁବନେଶ୍ବରର 4ଟି ଘୋରୋଇ ଲ୍ୟାବକୁ ଅନୁମତି ଦିଆଯାଇଛି । ଆପୋଲୋ, ସମ ହସ୍ପିଟାଲ, InDNA ଲାଇଫ ସାଇନ୍ସ ଲି ଓ ଜେନଏକ୍ସ ଡାଇଗ୍ନୋଷ୍ଟିକ୍ସରେ ଏଣିକି କୋରୋନା ଟେଷ୍ଟ ହୋଇପାରିବ ।

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏଥିରୁ ବାଦ ପଡୁନାହାଁନ୍ତି । ଯାହାକୁ ଦେଖି ଏବେ ସରକାରୀ ବ୍ୟତୀତ ଘରୋଇ ଲ୍ୟାବରେ ମଧ୍ୟ କୋରୋନା ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 3, 2020, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.