ETV Bharat / city

'ଦିସ ଇଜ ମାୟାରେ ବାୟା' ଫିଲ୍ମ ଦେଖିବାକୁ ସ୍ବରାଜଙ୍କ ଅନୁରୋଧ

author img

By

Published : Oct 6, 2019, 1:40 PM IST

ଦଶହରାରେ ରିଲିଜ ଫିଲ୍ମ 'ଦିସ ଇଜ ମାୟାରେ ବାୟା' ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କଲେ ଯୁବ ଅଭିନେତା ସ୍ବରାଜ ବାରିକ୍ । ଅଧିକ ପଢନ୍ତୁ ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପାରିବାରିକ, ରୋମାଣ୍ଟିକ ଓ କମେଡି କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ 'ଦିସ ଇଜ ମାୟାରେ ବାୟା' । ସିଦ୍ଧାର୍ଥ ମ୍ୟୁଜିକର ଏହା ହେଉଛି 28ତମ ଚଳଚ୍ଚିତ୍ର । ଫିଲ୍ମରେ ପ୍ରମୁଖ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଝିଲିକ ଭଟ୍ଟାଚାର୍ଜୀ, ସ୍ବରାଜ ବାରିକ ଓ ଏଲିନା ସାମନ୍ତରାୟ ଅଛନ୍ତି । ଲୋକଙ୍କୁ ହସାଇବା ପାଇଁ ଫିଲ୍ମରେ ଦର୍ଶକ ହରିଙ୍କୁ ମଧ୍ୟ ଦେଖିବାକୁ ପାଇବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦଶହରାରେ ରିଲିଜ୍ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ଅଭିନେତା ସ୍ବରାଜ ବାରିକ୍ । ଦୁଇ ଭାଇର ସମ୍ପର୍କକୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବାବେଳେ ପ୍ରଯୋଜନାର ଦାୟିତ୍ବ ତୁଲାଇଛନ୍ତି ଶ୍ରୀତମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଫିଲ୍ମ ଦେଖି ଯିବା ପାଇଁ ଦର୍ଶକ କୁ ଅନୁରୋଧ କଲେ ଅଭିନେତାସ୍ୱରାଜ

ଦଶହରା ଅବସର ରେ ବଡ଼ ପରଦା କୁ ଆସୁଛି ଓଲିଉଡ ଫିଲ୍ମ ଦିସିଜ
ମାୟା ରେ ବାୟା।
ଯେଉଁଥିରେ ନଜର ଆସୁଛନ୍ତି ଓଲିଡର ଚର୍ମିଙ୍ଗ ଲେଡି ଅଭିନେତ୍ରୀ ଏଲିନା ସାମନ୍ତରାୟ। ଫିଲ୍ମ ଟି ରେ ଦୁଇ ଭାଇ ର ସମ୍ପର୍କ ବିଷୟ ରେ ତିଆରି ହୋଇ ଥିବାର ଜଣା ପଡିଛି। ଏଲିନା ସହ ଏହି ଚଳଚ୍ଚିତ୍ର ରେ ନଜର ଆସିବେ ଓଲିଉଡ ର ସୁପର ଷ୍ଟାର ସିଧାନ୍ତ ମହାପାତ୍ର, ନାୟିକା ଝିଲିକ,। ଯୁବ ଅଭିନେତା ସ୍ୱରାଜ, । ଅନ୍ୟ ପରେ ନିଜ କମେଡି ରେ ଲୋକଙ୍କୁ ହସାଇବା ପାଇଁ ଆସୁଛନ୍ତି ହରି। ସିଦାର୍ଥ ମ୍ୟୁଜିକ ର 28 ତମ ଅବଦାନ ରେ ଫିଲ୍ମ ମାୟା ରେ ବାୟା ତିଆରି ହୋଇ ଥିବା ବେଳେ ନିର୍ଦ୍ଦେଶନା ଦାଇତ୍ଵ ତୁଲାଇଛନ୍ତି ଡ଼ାଇରେକ୍ଟର ଶୁଶାନ୍ତ ମଣି। ପ୍ରଜେଜନା କରିଛନ୍ତି ଶ୍ରୀତମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ।

Body:ଫିଲ୍ମ ଦେଖି ଯିବା ପାଇଁ ଦର୍ଶକ କୁ ଅନୁରୋଧ କଲେ ଅଭିନେତାସ୍ୱରାଜ

ଦଶହରା ଅବସର ରେ ବଡ଼ ପରଦା କୁ ଆସୁଛି ଓଲିଉଡ ଫିଲ୍ମ ଦିସିଜ
ମାୟା ରେ ବାୟା।
ଯେଉଁଥିରେ ନଜର ଆସୁଛନ୍ତି ଓଲିଡର ଚର୍ମିଙ୍ଗ ଲେଡି ଅଭିନେତ୍ରୀ ଏଲିନା ସାମନ୍ତରାୟ। ଫିଲ୍ମ ଟି ରେ ଦୁଇ ଭାଇ ର ସମ୍ପର୍କ ବିଷୟ ରେ ତିଆରି ହୋଇ ଥିବାର ଜଣା ପଡିଛି। ଏଲିନା ସହ ଏହି ଚଳଚ୍ଚିତ୍ର ରେ ନଜର ଆସିବେ ଓଲିଉଡ ର ସୁପର ଷ୍ଟାର ସିଧାନ୍ତ ମହାପାତ୍ର, ନାୟିକା ଝିଲିକ,। ଯୁବ ଅଭିନେତା ସ୍ୱରାଜ, । ଅନ୍ୟ ପରେ ନିଜ କମେଡି ରେ ଲୋକଙ୍କୁ ହସାଇବା ପାଇଁ ଆସୁଛନ୍ତି ହରି। ସିଦାର୍ଥ ମ୍ୟୁଜିକ ର 28 ତମ ଅବଦାନ ରେ ଫିଲ୍ମ ମାୟା ରେ ବାୟା ତିଆରି ହୋଇ ଥିବା ବେଳେ ନିର୍ଦ୍ଦେଶନା ଦାଇତ୍ଵ ତୁଲାଇଛନ୍ତି ଡ଼ାଇରେକ୍ଟର ଶୁଶାନ୍ତ ମଣି। ପ୍ରଜେଜନା କରିଛନ୍ତି ଶ୍ରୀତମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.