ETV Bharat / city

ମଲ୍‌ ପାଖରେ ଅଜଣା ଗିଫ୍ଟ ବକ୍ସ: ବମ ସ୍କ୍ବାର୍ଡର ଛାନଭିନ୍

ଶହିଦନଗର ବିଏମସି ଭବାନି ମଲ ସାମ୍ନା ଜୁସ ଦୋକାନ ନିକଟରେ ଏକ ଅଜଣା ଗିଫ୍ଟ ବକ୍ସ ମଳିବା ପରେ ସଭିଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

author img

By

Published : Oct 22, 2019, 1:50 AM IST

Updated : Oct 22, 2019, 6:22 AM IST

ମଲ୍‌ ପାଖରେ ଅଜଣା ଗିଫ୍ଟ ବକ୍ସ : ବମ ସ୍କ୍ବାର୍ଡର ଛାନଭିନ୍

ଭୁବନେଶ୍ବର: ଶହିଦନଗର ବିଏମସି ଭବାନି ମଲ ସାମ୍ନା ଜୁସ ଦୋକାନ ନିକଟରେ ପଡିରହିଥିଲା ଏକ ଗିଫ୍ଡ ବକ୍ସ । ସୋମବାର ସକାଳ 10ରୁ ରାତି 10 ହୋଇଯାଇଥିଲା କିନ୍ତୁ କେହି ନେଉ ନଥିଲେ କି କେହି ଛୁଇଁ ନଥିଲେ ସେହି ବକ୍ସକୁ । ଦୀର୍ଘ ସମୟ ଧରି ପଡି ରହିବା ପରେ ବଢିଥିଲା ସସପେନ୍ସ । ଅଜଣା ପ୍ୟାକେଟରେ କ'ଣ ଥାଇପାରେ।

suspicious gift box found in front of bhawani mall
ମଲ୍‌ ପାଖରେ ଅଜଣା ଗିଫ୍ଟ ବକ୍ସ : ବମ ସ୍କ୍ବାର୍ଡର ଛାନଭିନ୍

ଭୟର ଆତଙ୍କ ପରେ ଗୁଜବ ସୃଷ୍ଟି ହୋଇଥିଲା ସନ୍ଦିଗ୍ଧ ଗିଫ୍ଟ ବକ୍ସକୁ ନେଇ । ସନ୍ଧ୍ୟା ବେଳକୁ ଶହୀଦନଗର ଥାନାରେ ଖବର ପହଞ୍ଚିଥିଲା । ଥାନା ଷ୍ଟାଫ ମଧ୍ୟ ଦେଖି ଡରିଯାଇଥିଲେ । ପରେ ରାତି 7ଟା ବେଳକୁ ବମସ୍କ୍ବାର୍ଡକୁ ଖବର ଦିଆଯାଇଥିଲା ।

ଡଗସ୍କ୍ବାଡ ସହ ପହଞ୍ଚିଲେ ବମସ୍କ୍ବାର୍ଡ ଟିମ୍ । ପ୍ରଥମେ ସନ୍ଧାନି କୁକୁର ପରେ ମେଟାଲ ଡିଟେକ୍ଟର ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା ଅଜଣା ବକ୍ସର ସର୍ଚ୍ଚ ଅପରେସନ । ତେବେ ପ୍ୟାକେଟ ଖୋଲିବା ପରେ ମିଳିଥିଲା ପଥରର ଗଣେଷ ମୁର୍ତ୍ତି । ତେବେ ଓଡିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ ପ୍ରବେଶ ନେଇ କିଛିଦିନ ତଳେ ମିଳିଥିବା ସୂଚନା ଏପରି ଭୟର ବାତାବରଣ ସୃଷ୍ଟି କରିଥିଲା ।

ତେବେ ସନ୍ଦେହଜନକ ବସ୍ତୁକୁ ଦେଖିବା ମାତ୍ରେ ଲୋକେ ପୋଲିସକୁ ଖବର ଦେବା ଏକ ସଚେତନତାମୁଳକ ବାର୍ତ୍ତା ଦେଇଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମଲ ପାଖରେ ଅଜଣା ଗିଫ୍ଟବକ୍ସ
ବମ ସ୍କ୍ବାଡର ଛାନଭିନ Body:

ମଲ ସାମ୍ନାରେ ଅଜଣା ଗିଫ୍ଟବକ୍ସ।ସକାଳ ୧୦ରୁ ରାତି ୧୦।ସହିଦନଗର ବିଏମସି ଭବନି ମଲ ସାମ୍ନା ଜୁସ ଦୋକାନ ନିକଟରେ।କେହି ନେଉ ନଥିଲେ କି କେହି ଛୁଁ ନଥିଲେ।ଦିର୍ଘ ସମୟ ଧରି ପଡି ରହିବା ପରେ ବଢିଥିଲା ସସପେନ୍ସ।ଅଜଣା ପ୍ଯାକେଟରେ କଣ ଥାଇପାରେ। ଧିରେ ଭୟର ଆତଙ୍କ ପରେ ଗୁଜବ ହେଲା ସଂଦେହଜନକ ଗିଫ୍ଟ ବକ୍ସର ସସପେନ୍ସ।ସଂନ୍ଧ୍ଯା୬ରେ ଖବର ପହଂଚିଲା ସହିଦନଗର ଥାନାରେ।ଥାନା ଷ୍ଟାଫ ବି ଦେଖି ଡରିଗଲେ। ପରେ ରାତି ୭ଟା ବେଳକୁ ବମସ୍କ୍ବାଡ କୁ ଦିଆଗଲା ଖବର। ଡଗସ୍କ୍ବାଡ ସହ ପହଂଚିଲେ ବମସ୍କ୍ବା ଟିମ। ପ୍ରଥମେ ସଂନ୍ଧାନି କୁକୁର ପରେ ମେଟାଲ ଡିଟେକ୍ଟର ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା ଅଜଣା ବକ୍ସର ସର୍ଚ ଅପରେସନ । ତେବେ ପ୍ଯାକେଟ ଖୋଲିବା ପରେ ମିଳିଥିଲା ପଥର ର ଗଣେଷ ମୁର୍ତି।ତେବେ ଓଡିଶାରେ ବାଙ୍ଗଲାଦେଶି ଆତଙ୍କବାଦି ପ୍ରବେଶ ନେଇ କିଛିଦିନ ତଳେ ମିଳିଥିବା ଏନଆଇଏ ତଥ୍ଯପରେ ସତେ ଯେପରି ଗିଫ୍ଟ ବକ୍ସକୁ ନେଇ ଭୟ ସୃଷ୍ଟି ହୋଇଥିଲା ମଲ ସାମ୍ନାରେ ।ତେବେ ଏନେଇ ସଂଦେହଜନକ ବସ୍ତୁକୁ ଲୋକେ ଦେଖିବା ମାତ୍ରେ ପୋଲିସ କୁ ଖବର ଦେବା ଏକ ସଚେତନତାମୁଳକ ବାର୍ତା ରହିଥିଲା।Conclusion:
Last Updated : Oct 22, 2019, 6:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.